୩ ଦିନ ପାଇଁ ପୁଣି ବନ୍ଦ ହେଲା ବୁର୍ଲା ଭିମସାରର କୋଭିଡ଼-୧୯ ପରୀକ୍ଷଣ ଲ୍ୟାବ : ସଂକ୍ରମିତ ହେଲେ ଲ୍ୟାବ୍ ଟେକ୍ନିସିଆନ
କଳିଙ୍ଗ ଜ୍ୟୋତି ବ୍ୟୁରୋ ବୁର୍ଲା ୩୦/୦୮: ବୁର୍ଲା ଭିମସାରରେ କରୋନା ସ୍ଥିତି ଜଟିଳ ହେବାକୁ ବସିଲାଣି। ବୁର୍ଲା ଭିମସାରର ଡ଼ାକ୍ତର, ସେବିକା, କର୍ମଚାରୀ ଏବଂ ତାଙ୍କ ପରିବାର ବର୍ଗ କରୋନା ସଂକ୍ରମିତ ହେବା ପ୍ରକ୍ରିୟା ଜାରି ରହିଛି। ସେପଟେ ପୁଣି ବୁର୍ଲା ଭିମସାରର କୋଭିଡ଼-୧୯ ପରୀକ୍ଷଣ!-->…