ବଗଲା ଧର୍ମଶାଳା ଜମିରେ ବେଆଇନ ପ୍ଲଟିଂ ପ୍ରସଙ୍ଗରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ପ୍ରେସ ମିଟ
"ରାଜ୍ୟ ସରକାର ସାଜିଛନ୍ତି ପ୍ରପର୍ଟି ଡିଲର": ସମ୍ବିତ ପାତ୍ର
ତୁଙ୍ଗ ନେତା ଏବଂ ପ୍ରଶାସନିକ ଅଧିକାରୀମାନଙ୍କୁ ଖୁସ୍ କରିବା ପାଇଁ ମସୁଧା ଚଲାଇଛନ୍ତି ରାଜ୍ୟସରକାର
ରାଜ୍ୟସରକାର ତୁରନ୍ତ ବଗଲା ଧର୍ମଶାଳାରେ ହେଉଥିବା ପ୍ଲଟିଂ କାର୍ଯ୍ୟକୁ ବନ୍ଦ କରନ୍ତୁ
କେନ୍ଦ୍ରସରକାରଙ୍କ!-->!-->!-->…