ଓଡ଼ିଶାବାସୀ ଆମର ବସ୍, ଆମ ପାଇଁ ଓଡିଆ ଭାଷା ଅତି ଗୁରୁତ୍ୱପୂର୍ଣ୍ଣ: ନବୀନ ପଟ୍ଟନାୟକ
ଭୁବନେଶ୍ବର: ବିଜୁ ଯୁବ ଏବଂ ଛାତ୍ର ବିଜେଡି କାର୍ଯ୍ୟକାରିଣୀ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଛି। ବୈଠକରେ ବିଜେଡି ସୁପ୍ରିମ ଓଡ଼ିଆ ଭାଷାକୁ ଗୁରତ୍ବ ଦେଇଥିବା ବେଳେ ଉଭୟ କଂଗ୍ରେସ ଓ ବିଜେପିକୁ ସିଧାସଳଖ ଟାର୍ଗେଟ କରିଛନ୍ତି। କେନ୍ଦ୍ର ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ରଖୁଛି। ନିର୍ବାଚନ!-->…