‘ପବ୍ଜି’ ନିଷିଦ୍ଧ ହେବା ପରେ ଅକ୍ଷୟ କୁମାର ଘୋଷଣା କଲେ ଆତ୍ମନିର୍ଭର ମଲ୍ଟିପ୍ଲେୟାର୍ ଗେମ୍ ‘ଫୌଜି’
କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୦୫/୦୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ଅଭିଯାନକୁ ସମର୍ଥନ କରି ଶୁକ୍ରବାର ଦିନ ଅଭିନେତା ଅକ୍ଷୟ କୁମାର ପ୍ରସ୍ତୁତି ଚାଲିଥିବା ମଲ୍ଟିପ୍ଲେୟାର୍ ଗେମ୍ ‘ଫୌଜି’ ବିଷୟରେ ଘୋଷଣା କରିଛନ୍ତି। ଅକ୍ଷୟ କୁମାର ଏହି!-->…