ସୁଶାନ୍ତ ମୃତ୍ୟୁ ପ୍ରସଙ୍ଗ : ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମୀଙ୍କ ପୋଷ୍ଟମର୍ଟମ କରିଥିବା ଡ଼ାକ୍ତରଙ୍କ ଭୂମିକା ଉପରେ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୧/୦୮ : ସୁଶାନ୍ତ ସିଂହ ରାଜପୁତ ମାମଲାରେ ନିୟମିତ ସ୍ବର ଉଠାଉଥିବା ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମୀ ଆଜି ଦେଇଛନ୍ତି ଏକ ବଡ଼ ବୟାନ । ସେ ନିଜ ଟ୍ବିଟରରେ ଏ ସମ୍ପର୍କରେ ଉଲ୍ଲେଖ କରି ପୋଷ୍ଟମର୍ଟମ କରିଥିବା ଡ଼ାକ୍ତରଙ୍କ ଭୂମିକା ଉପରେ ସନ୍ଦେହବ୍ୟକ୍ତ!-->…