ମାଟ୍ରିକ୍ ସମେଟିଭ୍-୧ ପରୀକ୍ଷା: ଆଜିଠୁ ଆଡମିଟ୍ କାର୍ଡ ପାଇବେ ପରୀକ୍ଷାର୍ଥୀ, ବୁଧବାର କେନ୍ଦ୍ରକୁ ପଠାଯିବ…
କଟକ ୨୮/୧୨/୨୦୨୧ କଳିଙ୍ଗ ଜ୍ୟୋତି : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ସମେଟିଭ୍-୧ ପରୀକ୍ଷା ଲାଗି ବୋର୍ଡ ପକ୍ଷରୁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଏହି ପରୀକ୍ଷା ପାଇଁ ମଙ୍ଗଳବାରଠୁ ପରୀକ୍ଷାର୍ଥୀ ଆଡମିଟ୍ କାର୍ଡ ପାଇପାରିବେ । ଏଥିଲାଗି ବୋର୍ଡ!-->…