ଅଗ୍ନି ପ୍ରାଇମ୍ର ସଫଳ ପରୀକ୍ଷା
ଭୁବନେଶ୍ୱର ୧୮/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଭାରତର ପ୍ରତିରକ୍ଷା ବିଭାଗ ପକ୍ଷରୁ ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ଆଜି ସଫଳତାର ସହିତ ପରୀକ୍ଷା କରାଯାଇଛି। ଓଡ଼ିଶାର ବାଲେଶ୍ୱର ଜିଲାସ୍ଥିତ ଚାନ୍ଦିପୁର ପରୀକ୍ଷଣ ସ୍ଥଳରୁ ଶନିବାର ପୂର୍ବାହ୍ନରେ ଏହାର ପରୀକ୍ଷା କରାଯାଇଥିବା ଜଣାଯାଇଛି। ସରକାରୀ!-->…