ମୋବାଇଲ୍ ଆପ୍ରେ ମିଳିବ ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ ; ପ୍ରସାଦର ମଧ୍ୟ ହେଲା ହୋମ୍ ଡେଲିଭରି
ଜମ୍ମୁ/ ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୮-୦୯-୨୦ : ମାତା ବୈଷ୍ଣୋ ଦେବୀଙ୍କ ଭକ୍ତମାନଙ୍କ ପାଇଁ ଖୁସି ଖବର। ଏଣିକି ମାତା ବୈଷ୍ଣୋ ଦେବୀଙ୍କ ଲାଇଭ୍ ଭର୍ଚୁଆଲ ଦର୍ଶନ ମିଳିବ ମୋବାଇଲ୍ ଆପ୍ରେ ଏବଂ ମାତାଙ୍କ ପ୍ରସାଦର ହେବ ହୋମ୍ ଡେଲିଭରି। ଯେଉଁ ଭକ୍ତମାନେ ଜମ୍ମୁର କଟ୍ରା!-->…