କରୋନା ମୁକାବିଲାରେ ଓଡିଶା ରୋଲ୍ ମଡେଲ : ଟେଷ୍ଟିଂରେ ସାରା ଦେଶରେ ଦ୍ୱିତୀୟ, ଜାତୀୟ ହାରଠୁ ଅଧିକ ପରୀକ୍ଷଣ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୧/୦୮: ଓଡିଶା କରୋନା ମୁକାବିଲାରେ ଆଗରେ ରହିଛି । ରାଜ୍ୟରେ ଟେଷ୍ଟିଂ ହାର ବୃଦ୍ଧି ପାଇଛି । କରୋନା ଟେଷ୍ଟିଂରେ ଓଡିଶା ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି ।
କରୋନା ଟେଷ୍ଟିଂରେ ଓଡିଶା ବଡ ବଡ ରାଜ୍ୟ ପାଇଁ ରୋଲ୍ ମଡେଲ ପାଲଟିଛି । ଏଠାରେ ପ୍ରତି!-->!-->!-->!-->!-->…