ଭିଜିଲାନ୍ସ ଜାଲରେ ମୁରିବାହାଲ ଥାନା ଏସଆଇ ସରୋଜ ରଥ
କଳିଙ୍ଗ ଜ୍ୟୋତି ବ୍ୟୁରୋ ବଲାଙ୍ଗୀର ୩୦/୦୭: ଲାଞ୍ଚ ନେଇ ଧରାପଡ଼ିଲେ ଲାଞ୍ଚୁଆ ପୁଲିସ ଅଫିସର। ମୁରିବାହାଲ ଥାନାର ଏସଆଇ ଏକ ମାମଲାର ଚାର୍ଜସିଟ ହାଳୁକା କରିବା ପାଇଁ ଜଣେ ମୁଦାଲାଙ୍କ ପକ୍ଷରୁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବଲାଙ୍ଗୀର ଭିଜିଲାନ୍ସର ଏକ ଟିମ ତାଙ୍କୁ ଗିରଫ କରିଛି।
!-->!-->!-->!-->…