ଚୀନରେ ଅତିଷ୍ଠ ‘ଵିଘର’ ମୁସଲିମ୍ ମହିଳା : ଖୋଲିଲେ ବେଜିଂ ପ୍ରଶାସନର ମୁଖା ! !
ବେଜିଂ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୨/୦୮ : ଦୀର୍ଘ ବର୍ଷ ଧରି ଚୀନ୍ର ଜିଞ୍ଜିଆଙ୍ଗ ପ୍ରଦେଶରେ ରହୁଥିବା ତୁର୍କୀର ସଂଖ୍ୟାଲଘୁ ଵିଘର ମୁସଲିମ୍ ମହିଳାମାନେ ଦେଶ ଭିତରେ ଓ ବାହାରେ ଚୀନୀ ସରକାରଙ୍କ ବିରୋଧରେ ନାନା ଅଭିଯୋଗ ଗୋପନରେ ଉଠାଇ ଆସିଛନ୍ତି। ସେଗୁଡ଼ିକ ମଧ୍ୟରେ ବଳପ୍ରୟୋଗ ପରିବାର!-->…