Browsing Tag

narendra singh tomar

ବନ୍ଦ ହେବ ନାହିଁ ଫସଲର ସହାୟକ ମୂଲ୍ୟ ଓ ମଣ୍ଡି; ଚାଷୀମାନେ ବିଭ୍ରାନ୍ତକର ପ୍ରଚାରରୁ ଦୂରେଇ ରୁହନ୍ତୁ: ତୋମାର

ନୂଆଦିଲ୍ଲୀ: ବିଭିନ୍ନ ଫସଲର ସହାୟକ ମୂଲ୍ୟ ସରକାର ବନ୍ଦ କରିବେ ନାହିଁ କିମ୍ବା ମଣ୍ଡି ବ୍ୟବସ୍ଥାର ଉଚ୍ଛେଦ ହେବ ନାହିଁ । କେନ୍ଦ୍ର ସରକାର ଏହି ପ୍ରତିଶ୍ରୁତି ଦେଇଛନ୍ତି । ମାତ୍ର କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ଏପରି ଅପପ୍ରଚାର କରୁଥିବାରୁ ଚାଷୀମାନେ ଏଥିରୁ ଦୂରେଇ ରହିବାକୁ କେନ୍ଦ୍ର…

କୃଷକଙ୍କ ସମସ୍ତ ପ୍ରସଙ୍ଗ ଉପରେ ଖୋଲା ମନରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ : ଶନିବାର ୫ମ ପର୍ଯ୍ୟାୟ ଆଲୋଚନା

ନୂଆଦିଲ୍ଲୀ : ସରକାର ଏବଂ କୃଷକ ପ୍ରତିନିଧୀଙ୍କ ମଧ୍ୟରେ ୩ଟି କୃଷି ଆଇନକୁ ନେଇ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି । ତେବେ କିଛି ଚୁଡାନ୍ତ ନିଷ୍ପତ୍ତି ହୋଇ ପାରି ନାହିଁ। ଏହି ବୈଠକରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ସରକାରୀ…
error: Content is protected !!
Open chat