ଆମେରିକାରେ କରୋନାର ଚିକିତ୍ସା ପାଇଁ ନୂଆ ଔଷଧ ଉଦ୍ଭାବନ: ଅଏଣ୍ଟମେଣ୍ଟ ନାକରେ ଲଗାଇଲେ ମରିଯିବ କରୋନା ଭାଇରସ
ନୂଆଦିଲ୍ଲୀ/ୱାଶିଂଟନ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୪/୦୮: ସାରା ବିଶ୍ୱରେ କୋଟି କୋଟି ଲୋକ କରୋନା ମହାମାରୀ ସହ ଲଢି ଚାଲିଛନ୍ତି। କାରଣ ହେଉଛି ଏହାର ସଠିକ ଚିକିତ୍ସା କିଛି ନାହିଁ। ତେଣୁ କରୋନା ତା’ର କାୟା ବିସ୍ତାର କରି ଚାଲିଛି। କରୋନା ଭାଇରସ ସଂକ୍ରମଣରେ ପ୍ରତିଦିନ ହଜାର ହଜାର ଲୋକଙ୍କ!-->…