ଜାତୀୟ ରାଜପଥ-୧୬ ପଳାସୁଣି ରୁ ଖଣ୍ଡଗିରି ଛକ ପର୍ଯ୍ୟନ୍ତ ଏନ୍ଏଚ୍ରେ ବିଏମ୍ସି କରିବନି ଯାନ୍ତ୍ରିକ ସଫେଇ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର୦୯/୦୮: ଏଣିକି ଜାତୀୟ ରାଜପଥ-୧୬ରେ ପଳାସୁଣିରୁ ଖଣ୍ଡଗିରି ଛକ ପର୍ଯ୍ୟନ୍ତ ରାସ୍ତାରେ ବିଏମ୍ସି ଯାନ୍ତ୍ରିକ ସଫେଇ କରିବନି। ଏହି ରାସ୍ତା ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅଧୀନରେ ଯାଉଥିବାରୁ ଏନ୍ଏଚ୍ଏଆଇ ଏହାକୁ ନିୟମିତ ସଫେଇ କରିବେ। ରାସ୍ତା ଯେପରି ସଫା!-->…