ଟିକା ନେବା ପାଇଁ କାହାକୁ ବାଧ୍ୟ କରାଯାଇ ପାରିବ ନାହିଁ : କେନ୍ଦ୍ର ସରକାର
ନୂଆଦିଲ୍ଲୀ ୧୭/୦୧/୨୦୨୨ କଳିଙ୍ଗ ଜ୍ୟୋତି : ସମ୍ମତି ବିନା କୌଣସି ବ୍ୟକ୍ତିଙ୍କୁ ବାଧ୍ୟ କରି ଟିକା ଦିଆଯାଇ ପାରିବ ନାହିଁ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଥିବା ‘କୋଭିଡ୍-୧୯ ଟିକାକରଣ ଗାଇଡ୍ଲାଇନ୍’ରେ ଉଲ୍ଲେଖ ଥିବା କଥା କେନ୍ଦ୍ର ସରକାର ସୁପ୍ରିମ୍ କୋର୍ଟଙ୍କୁ!-->…