ଅଯୋଧ୍ୟାରେ ମସ୍ଜିଦ ଉଦ୍ଘାଟନ ଉତ୍ସବରେ ଯୋଗ ଦେବେନି ଯୋଗୀ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୮/୦୮ : ଅଯୋଧ୍ୟାରେ ରାମ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନକୁ ନେଇ ଉତ୍ସାହିତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମସ୍ଜିଦକୁ ନେଇ ବିବାଦରେ ଛନ୍ଦି ହୋଇଛନ୍ତି। ସୁପ୍ରମିକୋର୍ଟ ନିର୍ଦେଶକ୍ରମେ ମୁସଲମାନମାନଙ୍କୁ ବାବ୍ରି ମସ୍ଜିଦର ବିକଳ୍ପ!-->…