Browsing Tag

odia sambad

ସଂକ୍ରମଣ କମୁଥିଲେ ବି ସତର୍କ ରୁହ : ଜିଲ୍ଲା ଓ ମହାନଗର ନିଗମଗୁଡ଼ିକୁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ବର ୨୪/୦୬/୨୦୨୧ କଳିଙ୍ଗ ଜ୍ଯୋତି :  ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବିଗତ କିଛି ଦିନ ହେଲା ନିୟମିତ ଭାବେ କମିଚାଲିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକଡାଉନକୁ କୋହଳ କରିବା ଆରମ୍ଭ କରିଛନ୍ତି । ତେବେ ଏହି ସମୟରେ ସତର୍କତା ଅବଲମ୍ବନ କରିବାକୁ ରାଜ୍ୟ ସ୍ବାସ୍ଥ୍ୟ

ପରମ୍ପରା ଓ ବୈଷୟିକ ବିଦ୍ୟା ହେଉଛି ଭାରତର ସବୁଠୁ ବଡ଼ ସାମର୍ଥ୍ୟ: ‘ଟୟକ୍ୟାଥନ୍ ୨୦୨୧’ରେ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ ୨୪/୦୬/୨୦୨୧ କଳିଙ୍ଗ ଜ୍ଯୋତି : ପରମ୍ପରା ଓ ବୈଷୟିକ ବିଦ୍ୟା ଭାରତର ସବୁଠୁ ବଡ଼ ସାମର୍ଥ୍ୟ ବୋଲି ଆଜି ‘ଟୟକ୍ୟାଥନ୍‌ ୨୦୨୧’ରେ ଅଂଶ ଗ୍ରହଣ କରିଥିବା ସଦସ୍ୟମାନଙ୍କ ସହ ଆଳାପ କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଭାରତର ଇତିହାସ, ପୁରାଣ ଏବଂ ସାମ୍ପ୍ରତିକ

ଜୁଲାଇ ୩୧ ସୁଦ୍ଧା ୧୨ଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରିବା ଲାଗି ରାଜ୍ୟ ବୋର୍ଡମାନଙ୍କୁ ସୁପ୍ରିମ୍‌ କୋର୍ଟଙ୍କ…

ନୂଆଦିଲ୍ଲୀ ୨୪/୦୬/୨୦୨୧ କଳିଙ୍ଗ ଜ୍ଯୋତି : ୧୦ ଦିନ ମଧ୍ୟରେ ୧୨ଶ ଶ୍ରେଣୀ ନିମନ୍ତେ ମୂଲ୍ୟାୟନ ବ୍ୟବସ୍ଥା ସୂଚାଇ ଦେବା ସହ ଜୁଲାଇ ୩୧ ସୁଦ୍ଧା ଫଳାଫଳ ପ୍ରକାଶ କରିବା ଲାଗି ଆଜି ସୁପ୍ରିମ କୋର୍ଟ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। କିନ୍ତୁ, ଆନ୍ଧ୍ରପ୍ରଦେଶ କହିଛି ଯେ,

ଶିଶୁଙ୍କୁ କରୋନାରୁ ରୋକିବ ମିଳିମିଳା ଟିକା

ନୂଆଦିଲ୍ଲୀ ୨୪/୦୬/୨୦୨୧ କଳିଙ୍ଗ ଜ୍ଯୋତି : ମିଳିମିଳା ଟିକା ଶିଶୁଙ୍କୁ କରୋନା ଭୂତାଣୁ ସଂକ୍ରମଣରୁ ରୋକିପାରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏ ସମ୍ପର୍କରେ ହୋଇଥିବା ଏକ ଅନୁଧ୍ୟାନର ତଥ୍ୟ ଅନୁଯାୟୀ ମିଳିମିଳା ଟିକା କରୋନା ଭୂତାଣୁ ବା ସାର୍ସ-ସିଓଭି-୨ ବିରୋଧରେ ୮୭.୫% ପ୍ରଭାବୀ।

‘ଡେଲ୍‌ଟା+’ ସମ୍ଭାବ୍ୟ ୩ୟ ପ୍ରବାହର କାରଣ ହେବ ବୋଲି କୌଣସି ପ୍ରମାଣ ନାହିଁ: ବିଶେଷଜ୍ଞ

ନୂଆଦିଲ୍ଲୀ ୨୪/୦୬/୨୦୨୧ କଳିଙ୍ଗ ଜ୍ଯୋତି : ‘ଡେଲ୍‌ଟା+ ଭେରିଆଣ୍ଟ୍‌’ ସମ୍ଭାବ୍ୟ ୩ୟ କୋଭିଡ୍ ସଂକ୍ରମଣ ପ୍ରବାହର କାରଣ ହେବ ବୋଲି କୌଣସି ପ୍ରମାଣ ନ ଥିବା କଥା ଭାରତର ଜଣେ ଶୀର୍ଷସ୍ତରୀୟ ଚିକିତ୍ସକ ତଥା ଗୁଣସୂତ୍ର-କ୍ରମ ନିର୍ଦ୍ଧାରକ ଡାକ୍ତର ଅନୁରାଗ ଅଗ୍ରୱାଲ୍‌ କହିଛନ୍ତି। ସମ୍ପ୍ରତି

ସବସୋନିକ କ୍ରୁଜ ମିସାଇଲ ନିର୍ଭୟର ସଫଳ ପରୀକ୍ଷଣ

ଚାନ୍ଦିପୁର ୨୪/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡରୁ ଆଜି ୧୦ଟା ୪୩ ମିନିଟରେ ଦୂରଗାମୀ ସବସୋନିକ କ୍ରୁଜ ମିସାଇଲ ନିର୍ଭୟର ସଫଳ ପରୀକ୍ଷଣ ହୋଇଛି । ନିର୍ଭୟର ଲକ୍ଷ୍ୟଭେଦ କ୍ଷମତା ୧୫୦୦ କିଲୋମିଟର । ଏଥିରେ ୨୦୦ କିଲୋଗ୍ରାମ

‘ଶିଶୁଙ୍କୁ ଲୋଡ଼ା ନାହିଁ କରୋନା ଟିକା’

ନୂଆଦିଲ୍ଲୀ ୨୪/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଦେଶରେ କରୋନା ଭୂତାଣୁ ସଂକ୍ରମଣର ତୃତୀୟ ଲହର ଖୁବ୍‌ଶୀଘ୍ର ଆସିବାକୁ ଯାଉଛି। ଏ ସମ୍ପର୍କରେ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରାଇସାରିଲେଣି। ସମ୍ଭବତଃ ୪ରୁ ୬ ସପ୍ତାହ ମଧ୍ୟରେ ଏହି ଲହର ଆସିବ ବୋଲି ପୂର୍ବାନୁମାନ କରାଯାଇଛି। କରୋନାର ଏହି

ସ୍ନାନ ବେଦୀରେ ଚତୁର୍ଦ୍ଧା ମୂର୍ତ୍ତି ; ୧୦୮ ଗରା ସୁବାସିତ ଜଳରେ ସ୍ନାନକଲେ ମହାପ୍ରଭୁ; ଗଜାନନ ବେଶରେ ଦର୍ଶନ ଦେଉଛନ୍ତି

ପୁରୀ ୨୪/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଗତକାଲି ରାତିରୁ ମହାପ୍ରଭୁଙ୍କର ସମସ୍ତ ନୀତିକାନ୍ତି ଶେଷ ହେବାପରେ ରତ୍ନବେଦୀରୁ ଧାଡି ପହଣ୍ଡିରେ ଆସି ସ୍ନାନ ବେଦୀରେ ବିଜେ କରିଥିଲେ ଚତୁର୍ଦ୍ଧା

ଆସନ୍ତା କାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

ଭୁବନେଶ୍ବର ୨୪/୦୬/୨୦୨୧ କଳିଙ୍ଗ ଜ୍ଯୋତି :  ଆସନ୍ତା କାଲି ଅର୍ଥାତ ଶୁକ୍ରବାରଦିନ ପ୍ରକାଶ ପାଇବ ଏ ବର୍ଷର ମାଟ୍ରିକ ପରୀକ୍ଷା ଫଳାଫଳ । କଟକ ମାଧ୍ୟମିକ ଶିକ୍ଷା ପରିଷଦ କାର୍ୟ୍ୟାଳୟରେ ଆସନ୍ତା କାଲି ଅପରାହ୍ନ ୪ଟାରେ ଏହା ପ୍ରକାଶ ପାଇବ । ଏହା ସହିତ ଷ୍ଟେଟ ଓପନ ସ୍କୁଲ ଓ ମଧ୍ୟମା ଫଳ ବି

ଇଣ୍ଡିଗୋ ଏୟାର ଲାଇନ୍ସର ‘ଭ୍ୟାକ୍ସି ଫେୟାର’ଅଫର: ଟିକା ନିଅନ୍ତୁ, ଟିକେଟରେ ୧୦% ରିହାତି ପାଆନ୍ତୁ

ନୂଆଦିଲ୍ଲୀ ୨୩/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଦେଶରେ ବଢିଚାଲିଥିବା କରୋନା ସଂକ୍ରମଣକୁ ରୋକିବାକୁ ଟିକା ହିଁ ଏକମାତ୍ର ମାଧ୍ୟମ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ହେଲେ ଟିକାକୁ ନେଇ ଅନେକ ଗୁଜବ ଉଠିବା ପରେ କିଛି ଲୋକଙ୍କ ମନରେ ଟିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଲୋକଙ୍କୁ ଟିକା
error: Content is protected !!
Open chat