Browsing Tag

odia sambad

କୋଭିଡ-୧୯ ମହାମାରୀ ପାଇଁ ଚଳିତ ବର୍ଷ ମଧ୍ୟ ବାତିଲ ହେଲା ଅମରନାଥ ଯାତ୍ରା

ନୂଆଦିଲ୍ଲୀ ୨୧/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା ମହାମାରୀ ପାଇଁ ବାତିଲ ହେଲା ଅମରନାଥ ଯାତ୍ରା। ବାର୍ଷିକ ଅମରନାଥ ଯାତ୍ରା ବାତିଲ କରିବାକୁ ରାଜ୍ୟପାଳ ଲେଫ୍ଟନାଣ୍ଟ ମନୋଜ ସିହ୍ନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ବୋର୍ଡର ଏକ ବୈଠକରେ ଏହି

୨୦୨୦ରେ ବର୍ଷରେ ଭାରତ ୬୪ ବିଲିୟନ୍‌ ଡଲାର୍‌ ‘ଏଫ୍‌ଡିଆଇ’ ପାଇଛି: ଜାତିସଂଘ

ନୂଆଦିଲ୍ଲୀ ୨୧/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ୨୦୨୦ରେ ‘ଫରେନ୍‌ ଡାଇରେକ୍ଟ୍‌ ଇନ୍‌ଭେଷ୍ଟମେଣ୍ଟ୍‌’ରୁ ଭାରତ ୬୪ ବିଲିୟନ୍‌ ଡଲାର୍‌ ପାଇଛି। ଏତେ ପରିମାଣରେ ଅର୍ଥ ପାଇବାରେ ଭାରତ ହେଉଛି ବିଶ୍ବର ପଞ୍ଚମ ବୃହତ୍‌ ରାଷ୍ଟ୍ର ବୋଲି ଜାତିସଂଘ ରିପୋର୍ଟରୁ ଜଣାପଡ଼ିଛି। ଏଥିସହ ଉକ୍ତ

ଅନ୍ତର୍ଜାତୀୟ ଯୋଗ ଦିବସ : ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏମ ଯୋଗ ଆପ୍‍ ର ଶୁଭାରମ୍ଭ

ନୂଆଦିଲ୍ଲୀ ୨୧/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଦେଶ ତଥା ସାରା ବିଶ୍ୱରେ କରୋନା ମହାମାରୀର କାୟା ବର୍ତ୍ତମାନ ମଧ୍ୟ ଜାରି ରହିଛି। ମହାମାରୀର ୨ୟ ତରଙ୍ଗରେ

ପଞ୍ଚଭୂତରେ ଲୀନ ହେଲେ କଣ୍ଠଶିଳ୍ପୀ ତପୁ ମିଶ୍ର

ଭୁବନେଶ୍ୱର ୨୦/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଆଉ ନାହାଁନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ର। ପଞ୍ଚଭୂତରେ ବିଲୀନ ହେଲେ ତପୁ ମିଶ୍ର। ଆଜି ଭୁବନେଶ୍ୱର ସ୍ଥିତ ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ସ୍ୱାମୀ ମୁଖ୍ୟଗ୍ନି ଦେଇଛନ୍ତି।ଅଭିନେତ୍ରୀ ଏଲିନା ଦାସ, ଉଷାସୀ

ବ୍ରିଟେନରେ କରୋନାର ତୃତୀୟ ଲହର; ଡେଲଟା ଭାରିଆଣ୍ଟ ଘାତକ ସାଜିଛି

ଲଣ୍ଡନ ୨୦/୦୬/୨୦୨୧ କଳିଙ୍ଗ ଜ୍ଯୋତି : ବ୍ରିଟେନରେ ସଂପ୍ରତି କୋଭିଡ-୧୯ର ତୃତୀୟ ଲହର ବ୍ୟାପିବାରେ ଲାଗିଛି। ମାରାତ୍ମକ ସଂକ୍ରମଣ କ୍ଷମତା ରଖୁଥିବା ଡେଲଟା ଭାରିଆଣ୍ଟ ପାଇଁ ଦେଶରେ କୋଭିଡ-୧୯ର ତୃତୀୟ ଲହର ଆରମ୍ଭ ହୋଇଥିବା ଜଣେ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି। ବ୍ରିଟେନ ସରକାରଙ୍କୁ

ସୋନିଆ ନେଇଛନ୍ତି ଟିକାର ଦୁଇଟି ଡୋଜ, ପ୍ରିୟଙ୍କା ନେଇଛନ୍ତି ଗୋଟିଏ ଓ ରାହୁଲ ନେଇନାହାନ୍ତି ଟିକା: କଂଗ୍ରେସ

ନୂଆଦିଲ୍ଲୀ ୧୭/୦୬/୨୦୨୧ କଳିଙ୍ଗ ଜ୍ଯୋତି : ସୋନିଆ, ରାହୁଲ ଓ ପ୍ରିୟଙ୍କାଙ୍କ ଟିକାକରଣକୁ ନେଇ ଆଜି ବିସ୍ତୃତ ତଥ୍ୟ ଦେଇଛି କଂଗ୍ରେସ | କଂଗ୍ରେସ ଆଜି କହିଛି ଯେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ କୋଭିଡ-୧୯ ଟିକାର ଦୁଇଟି ଡୋଜ ନେଇଛନ୍ତି ଏବଂ ସରକାର ଅନାବଶ୍ୟକ ସମସ୍ୟା ସୃଷ୍ଟି କରିବା

ଏଲୋପାଥି ବିରୋଧରେ ଭୁଲ ତଥ୍ୟ ପ୍ରଚାର କରୁଥିବାରୁ ବାବା ରାମଦେବଙ୍କ ବିରୋଧରେ ଏତଲା ରୁଜୁ

ରାୟପୁର ୧୭/୦୬/୨୦୨୧ କଳିଙ୍ଗ ଜ୍ଯୋତି : କରୋନା ଚିକିତ୍ସା ପାଇଁ ଡାକ୍ତରମାନେ ବ୍ୟବହାର କରୁଥିବା ଔଷଧକୁ ନେଇ ମିଥ୍ୟା ତଥ୍ୟ ପ୍ରଚାର କରି ଅଡୁଆରେ ବାବା ରାମଦେବ | ତାଙ୍କର ଏହି ଭୁଲ ପାଇଁ ଏବେ ଛତିଶଗଡର ରାୟପୁର ପୁଲିସ ଯୋଗ ଗୁରୁ ରାମଦେବଙ୍କ ବିରୋଧରେ ଏତଲା ପଞ୍ଜିକରଣ କରିଛି। ଭାରତୀୟ

ହାଇକୋର୍ଟରୁ ମିଳିଲା ଜାମିନ, ମୁକୁଳିବେ ଅଭୟ ପାଠକ

ଭୁବନେଶ୍ବର ୧୭/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଆଇଏଫ୍‌ଏସ ଅଭୟ ପାଠକଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ। ବୈଦ୍ୟନାଥପୁର ଥାନା ମାମଲାରେ ଜାମିନ ଦେଲେ ହାଇକୋର୍ଟ। ୨ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ଜାମିନ ମଞ୍ଜୁରୀ ହୋଇଛି ବୋଲି ଅଭୟଙ୍କ ପାଇଁ ଲଢୁଥିବା ବରିଷ୍ଠ ଆଇନଜୀବୀ ପୀତାମ୍ବର

ମୁଖ୍ୟମନ୍ତ୍ରୀଙ୍କ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା

ଚାଷୀଠୁ ଛାତ୍ରଛାତ୍ରୀ ସମସ୍ତେ ହେବେ ଉପକୃତ ଭୁବନେଶ୍ୱର ୧୭/୦୬/୨୦୨୧ କଳିଙ୍ଗ ଜ୍ଯୋତି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଆର୍ଥିକ ଓ ସାମାଜିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି । ଏହାଦ୍ବାରା ଭୂମିହୀନ

ଯେତେଦିନ ପର୍ଯ୍ୟନ୍ତ ଦେଶର ଅଧିକାଂଶ ଲୋକ ଟିକା ନେଇନାହାନ୍ତି, ସେଯାଏଁ ସତର୍କ ରହିବାକୁ ପଡ଼ିବ: ପୁଲିସ ଡିଜି

ଭୁବନେଶ୍ୱର ୧୭/୦୬/୨୦୨୧ କଳିଙ୍ଗ ଜ୍ଯୋତି : ରାଜ୍ୟରେ କରୋନା ପଜିଟିଭ ହାର ହ୍ରାସ ପାଇଛି । କିଛି ଜିଲ୍ଲାରେ କଟକଣାକୁ କୋହଳ କରି ଦିଆଯାଇଛି । ଲୋକେ ଏବେ ବି କୋଭିଡ ନିୟମର ଅବହେଳା କରନ୍ତୁ ନାହିଁ । କୋଭିଡ ସଚେତନତା ପରାମର୍ଶ କାର୍ଯ୍ୟକ୍ରମରେ ପୁଲିସ ଡିଜି ଅଭୟ ଏହା କହିଛନ୍ତି । ରାଜ୍ୟ
error: Content is protected !!
Open chat