Browsing Tag

odia sambad

ନିଟ୍‌ ପିଜି ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୋଭିଡ୍‌ ସମୀକ୍ଷା ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଅତି କମ୍‌ରେ ୪ ମାସ ନିଟ୍‌ ପିଜି ପରୀକ୍ଷା ସ୍ଥଗିତ ରଖାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥର କରୋନା ଡ୍ୟୁଟିରେ ନିୟୋଜିତ ହେବେ ମେଡ଼ିକାଲ୍‌ ଛାତ୍ରଛାତ୍ରୀ।

ସାମ୍ବାଦିକଙ୍କୁ ଆଗଧାଡ଼ିର କରୋନା ଯୋଦ୍ଧା ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କରୋନାରେ ମୃତ୍ୟୁ ହେଲେ ମିଳିବ ୧୫ଲକ୍ଷ…

ଭୁବନେଶ୍ବର: ସାମ୍ବାଦିକଙ୍କୁ ଆଗଧାଡ଼ିର କରୋନା ଯୋଦ୍ଧା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନାରେ କୌଣସି ସାମ୍ବାଦିକଙ୍କ ମୃତ୍ୟୁ ହେଲେ ମିଳିବ ୧୫ଲକ୍ଷ ଟଙ୍କାର ଅନୁକମ୍ପା ରାଶି। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ରାଜ୍ୟର ୬୯୪୪ଜଣ କାର୍ଯ୍ୟରତ ସାମ୍ବାଦିକ ଉପକୃତ ହେବେ ବୋଲି

ମେ ୧୪ ବଦଳରେ ୧୦ରୁ ଆରମ୍ଭ ହେବ ସୁପ୍ରିମକୋର୍ଟଙ୍କ ଗ୍ରୀଷ୍ମ ଅବକାଶ

ନୂଆଦିଲ୍ଲୀ : ଦିଲ୍ଲୀ ସମେତ ସାରା ଦେଶରେ କରୋନା ସଂକ୍ରମଣ ମାମଲା ବଢିଚାଲିଥିବାରୁ ସୁପ୍ରିମକୋର୍ଟ ୪ ଦିନ ପୂର୍ବରୁ ଗ୍ରୀଷ୍ମ ଅବକାଶ ଘୋଷଣା କରିଛନ୍ତି । ପୂର୍ବରୁ ମେ ୧୪ରେ ସୁପ୍ରିମକୋର୍ଟଙ୍କ ଗ୍ରୀଷ୍ମ ଅବକାଶ ଆରମ୍ଭ ହେଉଥିବାବେଳେ ଏବେ ତାହା ମେ ୧୦ରୁ ଆରମ୍ଭ ହେବ ଓ ତାହା ଜୁନ ୨୮

ଭୁବନେଶ୍ବରରେ ବିଏମ୍‌ସି ପକ୍ଷରୁ ନିର୍ଦ୍ଧାରଣ ହେଲା ଟିକାକରଣ ସମୟ

୧୮ ରୁ ୪୪ ବର୍ଷ ବର୍ଗ ପାଇଁ ସକାଳ ୮ ରୁ ଦିନ ୧ ଟା, ୪୫ ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କୁ ଅପରାହ୍ଣ ୩ଟା ରୁ ୬ଟା ମଧ୍ୟରେ ମିଳିବ ଟିକା ଭୁବନେଶ୍ୱର: ବରିଷ୍ଠ ନାଗରୀକ ଓ ସମ୍ମୁଖ ଯୋର୍ଦ୍ଧା ସମେତ ୪୫ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଟିକାକରଣ ଚାଲିଛି। ରାଜ୍ୟରେ ଦ୍ବିତୀୟ ଡୋଜ୍‌ ଟିକା ନେବାକୁ

ଭୁବନେଶ୍ୱର ମହାନଗର ଅଞ୍ଚଳରେ କରୋନା ଟିକା ଅଭାବ ନାହିଁ, କୋ-ୱିନ୍‌ ପୋର୍ଟାଲ୍‌ରେ ପଞ୍ଜୀକରଣ ବାଧ୍ୟତାମୂଳକ

ଭୁବନେଶ୍ୱର: ଭୁବନେଶ୍ୱରର କରୋନା ସ୍ଥିତି ନେଇ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କୋଭିଡ୍‌ ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ ୧୮ରୁ୪୪ ବର୍ଷ ବର୍ଗଙ୍କୁ ଟିକାକରଣ ନେଇ ବିଏମ୍‌ସି କମିଶନରଙ୍କ ସୂଚନା। ସୋମବାରଠାରୁ ବିଏମ୍‌ସିର ୧୮ବର୍ଷରୁ

ରାଜ୍ୟରେ ମେ’ ୧ ଓ ୨ରେ ବନ୍ଦ ରହିବ କରୋନା ଟିକାକରଣ, ୪୫ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଅଗ୍ରାଧିକାର ଭିତ୍ତିରେ…

ଭୁବନେଶ୍ବର : ସାରା ଦେଶରେ ୧୮ରୁ ୪୪ ବର୍ଷ ବୟସ ବର୍ଗର ଲୋକମାନଙ୍କ କରୋନା ଟିକାକରଣ ଆରମ୍ଭ ହେବ। ଓଡ଼ିଶାରେ ସପ୍ତାହାନ୍ତ ସଟଡାଉନ ଯୋଗୁଁ ଏହି ଟିକାକରଣ ଆରମ୍ଭ ହେବ ନାହିଁ। ଏବେ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର କରୋନା ଟିକା ମହଜୁଦ ନାହିଁ। ରାଜ୍ୟକୁ ଟିକା ପଠାଇବା ପାଇଁ ପ୍ରସ୍ତୁତକାରୀ

ଏକ୍‌ଜିଟ୍‌ ପୋଲ୍; ଆସାମରେ ପୁଣି ବିଜେପି ସରକାର

ନୂଆଦିଲ୍ଲୀ; ଆସାମରେ ପୁଣି ଫେରିବ ବିଜେପି ସରକାର। ଏଥର କଂଗ୍ରେସ ବିଜେପିକୁ କଡ଼ା ଟକ୍କର ଦେଇଥିବା ବେଳେ ସରକାର ଗଠନ କରିବାରେ ଅସଫଳ ହୋଇଛି। ଏକ୍‌ଜିଟ୍‌ ପୋଲ୍‌ରେ ଏଭଳି ଫଳାଫଳା ପ୍ରକାଶ ପାଇଛି। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର ଆକ୍ସିସ୍‌ ମାଇ ଇଣ୍ଡିଆ ଏକ୍‌ଜିଟ୍ ପୋଲ୍‌ ଅନୁସାରେ

ଟିକା ନେଇ ସାରିଥିଲେ ଦରକାର ନାହିଁ ମାସ୍କ, କେବଳ ମାନିବାକୁ ହେବ ସାମାଜିକ ଦୂରତା

ନୂଆଦିଲ୍ଲୀ, ୨୮/୪ : ମହାମାରୀ କରୋନା ସଙ୍କଟ ସମୟରେ ମାସ୍କ ଏବଂ ସାନିଟାଇଜର ଆମ ଦୈନନ୍ଦିନ ଜୀବନରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ତେବେ ଏହି ମଧ୍ୟରେ ଏକ ଖବର ଆସିଛି ଯେ, ଆମେରିକାରେ ଯେଉଁମାନେ ଭ୍ୟାକ୍ସିନ ନେଇ ସାରିଛନ୍ତି ସେମାନଙ୍କୁ ଆଉ ମାସ୍କ ଲଗାଇବାର ଆବଶ୍ୟକତା

କୋଭାକ୍‌ସିନ୍‌ ଟିକାରେ ରହିଛି ମାରାତ୍ମକ କରୋନା ଭୂତାଣୁର ‘୬୧୭’ ପ୍ରକାରକୁ ନିଷ୍କ୍ରିୟ କରିବାରେ ସଫଳତା: ଆମେରିକା…

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍ କ୍ରମାଗତ ଭାବେ ବୃଦ୍ଧି ପାଉଛି । ପ୍ରତିଦିନ ସଂକ୍ରମିତ ରୋଗୀ ଏବଂ ମୃତ୍ୟୁର ଏକ ନୂଆ ରେକର୍ଡ ସୃଷ୍ଟି ହେଉଛି । ଏଭଳି ପରିସ୍ଥିତିରେ ସମସ୍ତେ ଯଥାଶୀଘ୍ର ଟିକା ପାଇବାକୁ ଅପେକ୍ଷା କରିଛନ୍ତି । ଏହି ସମୟରେ, ଏକ ଆଶ୍ବସ୍ତିକର ଖବର ଆସିଛି । କୋଭିଡ ୧୯ ସହିତ

ଜାଣନ୍ତୁ ଯଦି ଅମ୍ଳଜାନ ଅଭାବ ହୁଏ ତେବେ କ’ଣ କରିବେ?

ନୂଆଦିଲ୍ଲୀ: କରୋନାର ଦ୍ବିତୀୟ ଲହର ଏବେ ଦେଶବ୍ୟାପୀ ଆତଙ୍କ ସୃଷ୍ଟି କରିଛି । କେଉଁଠି ଚିକିତ୍ସା ପାଇଁ ଶଯ୍ୟା ମିଳୁ ନାହିଁ ତ ଆଉ କେଉଁଠି ଶଯ୍ୟା ମିଳି‌ଲେ ଅମ୍ଳଜାନ ମିଳୁନି। ଅମ୍ଳଜାନ ଅଭାବରୁ ପ୍ରତିଦିନ ଅନେକ ସଂକ୍ରମିତଙ୍କ ଜୀବନ ଚାଲି ଯାଉଛି। ତେବେ ଅନେକ ସଂକ୍ରମିତ ଘରେ ରହି ମଧ୍ୟ
error: Content is protected !!
Open chat