Browsing Tag

Piyush Goel

ଅଯୋଧ୍ୟାର ନୂଆ ରେଳ ଷ୍ଟେସନ ରାମ ମନ୍ଦିରର ଭ୍ରମ ସୃଷ୍ଟି କରିବ : ରେଳ ବିଭାଗ ମନ୍ତ୍ରୀ ପିୟୁଷ ଗୋୟଲ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୪/୦୮:ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଅଗଷ୍ଟ ୫ରେ ଭୂମିପୂଜନ ହେବ । ଏଥି ପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଂଚିଛି । ଏଠାରେ ଅତ୍ୟାଧୁନିକ ସେବା ଯୋଗାଇବା ପାଇଁ ରେଳବାଇ ମଧ୍ୟ ପ୍ରସ୍ତୁତ ହୋଇଛି । ରେଳବାଇ ରେଳଷ୍ଟେସନ…

ଭାରତୀୟ ରେଳବାଇର ୧୦୯ ରୁଟର, ୧୫୧ଟି ଟ୍ରେନରେ ଖୁବଶୀଘ୍ର ହୋଇପାରେ ଘରୋଇକରଣ : ଟ୍ରେନ ଟିକେଟ ଭଡାରେ ରହିବ ନାହିଁ କୌଣସି…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୩/୦୮ : ଭାରତୀୟ ରେଳବାଇ ୩୫ ବର୍ଷ ପାଇଁ ବେସରକାରୀ କମ୍ପାନୀଙ୍କୁ ୧୦୯ ରୁଟ୍ ରେ ୧୫୧ ଟି ଟ୍ରେନ୍ ଚଳାଇବା ଦେବାକୁ ଯାଉଛି। ଏଥିପାଇଁ ଅନେକ ଆଶାୟୀ କମ୍ପାନୀ ଆବେଦନ କରିବାକୁ ଚାହୁଁଛନ୍ତି। ଇଣ୍ଡିଆନ୍‌ ଏକ୍ସପ୍ରେସରେ ପ୍ରକାଶିତ ଏକ ରିପୋର୍ଟରୁ…
error: Content is protected !!
Open chat