Browsing Tag

president

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କୁ କରୋନା

ଜୋହାନ୍ସବର୍ଗ ୧୪/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସେରିଲ୍‌ ରାମଫୋସା କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କଠାରେ କରୋନାର ସାମନ୍ୟ ଲକ୍ଷଣ ପ୍ରକାଶ ପାଇଥିବାବେଳେ ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ ରହିଛି । ରବିବାର ରାମଫୋସା ଏକ ସରକାରୀ ଉତ୍ସବରେ ଯୋଗ ଦେଇ…

ହ୍ବାଇଟ ହାଉସ ଛାଡ଼ିଲେ ଟ୍ରମ୍ପ, ଆଜି ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ

ନୂଆଦିଲ୍ଲୀ: ଆଜି ନିଜର ନୂଆ ରାଷ୍ଟ୍ରପତି ପାଇବ ଆମେରିକା। ନିର୍ବାଚନ ଜିତିବା ପରେ ଆଜି ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ। ଏ ନେଇ ସମସ୍ତଙ୍କ ପ୍ରସ୍ତୁତି ଶେଷ ହୋଇଛି। ଆଜି ଭାରତ ସମୟ ସନ୍ଧ୍ୟା ୮ଟା ୩୦ରେ ଜୋ ବାଇଡେନ ୪୬ତମ ରାଷ୍ଟ୍ରପତି ଭାବେ ଏବଂ ଭାରତୀୟ ବଂଶୋଦ୍ଭବ କମଳା ହାରିସ୍…

ପୁଣି ବିସିସିଆଇ ଉପାଧ୍ୟକ୍ଷ ହେବେ ରାଜୀବ ଶୁକ୍ଳା; ୨୪ରେ ଆନୁଷ୍ଠାନିକ ଘୋଷଣା

ନୂଆଦିଲ୍ଲୀ: ପୂର୍ବତନ ସାଂସଦ ରାଜୀବ ଶୁକ୍ଳା ପୁଣି ଥରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ)ର ଉପାଧ୍ୟକ୍ଷ ପଦ ସମ୍ଭାଳିବେ। ବିସିସିଆଇ ସଦସ୍ୟମାନେ ଏହି ପଦ ପାଇଁ ସର୍ବସମ୍ମତି କ୍ରମେ ରାଜୀବ ଶୁକ୍ଳାଙ୍କୁ ଚୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଶୁକ୍ଳା ଏହା ପୂର୍ବରୁ ଏନ.…

ବାଇଡ଼େନଙ୍କୁ ଆମେରିକାର ପରବର୍ତୀ ରାଷ୍ଟ୍ରପତି ଘୋଷଣା କଲା ଇଲେକ୍ଟୋରାଲ କଲେଜ; ୩୦୬-୨୩୨ ଭୋଟରେ ଟ୍ରମ୍ପ ପରାସ୍ତ

ୱାଶିଂଟନ୍ : ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡ଼େନ ବିଜୟୀ ହୋଇଥିବା ପୂର୍ବରୁ ନିଶ୍ଚିତ ହୋଇଛି । ମାତ୍ର ନିର୍ବାଚନ ପରିଚାଳନା କରୁଥିବା ଆମେରିକାର ଇଲେକ୍ଟୋରାଲ କଲେଜ ସୋମବାର ଜୋ ବାଇଡ଼େନଙ୍କୁ ଆମେରିକାର ପରବର୍ତୀ ରାଷ୍ଟ୍ରପତି ଭାବରେ ବିଧିବଦ୍ଧ ମନୋନୀତ କରିଛି । ବାଇଡ଼େନ୍…

ଆଜି ଜାତୀୟ କ୍ରୀଡ଼ା ଦିବସ : ଭର୍ଚୁଆଲ୍‌ ପ୍ଲାଟଫର୍ମରେ ପ୍ରଦାନ କରାଯିବ କ୍ରୀଡ଼ା ପୁରସ୍କାର

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୯/୦୮: ଶନିବାର ଜାତୀୟ କ୍ରୀଡ଼ା ଦିବସ। ଜାତୀୟ କ୍ରୀଡ଼ା ଦିବସରେ ଖେଳରତ୍ନ, ଅର୍ଜୁନ, ଦ୍ରୋଣାଚାର୍ଯ୍ୟ, ଧ୍ୟାନଚାନ୍ଦ ଆଦି ପୁରସ୍କାର ପ୍ରଦାନ କରାଯାଇଥାଏ। ପ୍ରତିବର୍ଷ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ…

ଅଶାନ୍ତ କଂଗ୍ରେସରେ ‘‘ଚିଠି ବୋମା’’, ସାତ ଘଣ୍ଟିଆ ନାଟକ‌ରେ ଯବନିକା, ବିନା ପରିବର୍ତନରେ ବୈଠକ ଶେଷ ,କଂଗ୍ରେସର…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୫/୦୮: ସ୍ଥାୟୀ ଓ ପ୍ରଭାବୀ ନେତୃତ୍ବ ନେଇ ୨୩ ବଡ଼ ନେତାଙ୍କ ‘‘ଚିଠି ବୋମା’’ ଓ ଏହାର ପରବର୍ତୀ ସମୟରେ କଥିତ ‘‘ ବିଜେପି ସହ ବୁଝାମଣା’’ ବିବାଦୀୟ ବିବୃତି ପରେ  କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ କୌଣସି ନିଷ୍କର୍ଷରେ ଶେଷ ହୋଇଛି। ମାତ୍ର ଏହାପରେ…

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରେସ୍‌ମିଟ୍‌ ଚାଲିଥିବା ବେଳେ ହ୍ୱାଇଟ ହାଉସ୍‌ ବାହାରେ ଫୁଟିଲା ଗୁଳି

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୧/୦୮: ବିଶ୍ୱର ସବୁଠାରୁ ସୁରକ୍ଷିତ ସ୍ଥାନ ବୋଲି ମନେକରାଯାଉଥିବା ହ୍ୱାଇଟ ହାଉସ ବାହାରେ ଗୁଳିକାଣ୍ଡ ହୋଇଛି । ହ୍ୱାଇଟ ହାଉସ ବାହାରେ ଗୁଳିକାଣ୍ଡ । ହ୍ୱାଇଟ ହାଉସ ବାହାରେ ଗୁଳିକାଣ୍ଡ ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚନା…
error: Content is protected !!
Open chat