ସହର ସାରା ଲାଗିବ ଦୁଷ୍କର୍ମକାରୀଙ୍କ ପୋଷ୍ଟର : ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
ଲକ୍ଷ୍ନୌ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୪-୦୯-୨୦ : ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହିଳାଙ୍କ ସୁରକ୍ଷାକୁ ନେଇ ଏକ ବଡ ନିର୍ଦ୍ଦେଶ ଦେଇଛନ୍ତି। ଏବେଠାରୁ ଯଦି କେହି ମହିଳାଙ୍କୁ ଅସଦାଚରଣ ବା ଦୁଷ୍କର୍ମ କରନ୍ତି, ତା’ହେଲେ ତାଙ୍କ ପୋଷ୍ଟରକୁ ସହରର ଛକରେ ଲଗାଯିବ।!-->…