Browsing Tag

republic of kailasha

ଗଣେଶ ଚତୁର୍ଥୀରେ ବାବା ନିତ୍ୟାନନ୍ଦଙ୍କ ଦ୍ଵାରା କୈଳାସର ମୁଦ୍ରା “କୈଳାସିଆନ ଡଲାର” ଉନ୍ମୋଚନ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୪/୦୮: ଗତବର୍ଷ ଗଣେଶ ଚତୁର୍ଥୀରେ ଦେଶ ଛାଡି ପଳାୟନ କରିଥିବା ଦୁଷ୍କର୍ମ ଅଭିଯୁକ୍ତ ବାବା ନିତ୍ୟାନନ୍ଦ କୈଳାସ ମୁଦ୍ରା ଉନ୍ମୋଚନ କରିଛନ୍ତି | ଦେଶ ଛାଡି ପଳାୟନ କରି ଏକ୍ୟୁଏଡର ଉପକୂଳବର୍ତ୍ତୀ ଏକ ଦ୍ୱୀପରେ ନିଜର ଏକ ଦେଶ ପ୍ରତିଷ୍ଠା କରିଥିବ ଦାବି…

ଦୁଷ୍କର୍ମ ଅଭିଯୋଗରେ ଜଡିତ ଭଣ୍ଡ ବାବା ତଥା ଫେରାର ଆତ୍ମଘୋଷିତ ଭଗବାନ ସ୍ୱାମୀ ନିତ୍ୟାନନ୍ଦଙ୍କ ନିଜସ୍ୱ ନୂଆ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୦/୦୮: ଆତ୍ମଘୋଷିତ ଭଗବାନ ସ୍ୱାମୀ ନିତ୍ୟାନନ୍ଦଙ୍କ ନୂଆ ବ୍ୟାଙ୍କ । ଦୁଷ୍କର୍ମ ଓ ଅପହରଣ ଭଳି ଅପରାଧରେ ଜଡିତ ଏହି ଭଣ୍ଡ ବାବା ଭାରତ ଛାଡି ଫେରାର ହେବା ପରେ ନିଜର ସ୍ୱତନ୍ତ୍ର ଦେଶ ଗଢିଥିବା ଦାବି କରିଥିଲେ । ଏବେ ବ୍ୟାଙ୍କ ଖୋଲିବା ନେଇ ଘୋଷଣା…
error: Content is protected !!
Open chat