ଆଜି ପ୍ରକାଶ ପାଇବ ଯୁକ୍ତ୨ କଳା ରେଜଲ୍ଟ

0 507
greentech


କଳିଙ୍ଗ ଜ୍ୟୋତି ବ୍ୟୁରୋ,୦୫/୦୯ ଭୁବନେଶ୍ୱର – ଆଜି ,ଶନିବାର ଅପରାହ୍ନ ୪ଟାରେ ଯୁକ୍ତ୨ କଳା ଓ ଧନ୍ଦାମୂଳକବିଭାଗ ପରୀକ୍ଷା ଫଳପ୍ରକାଶ ପାଇବ । ଛାତ୍ରଛାତ୍ରୀମାନେ ପରିଷଦର ୱେବ୍‌ ସାଇଟ୍‌ ରେ ସେମାନଙ୍କ ପରୀକ୍ଷା ଫଳ ଜାଣି ପାରିବେ । ଛାତ୍ରଛାତ୍ରୀମାନେ www.orissaresults.in ୱେବ୍‌ ସାଇଟ୍‌ ରେ ନିଜର ରୋଲ୍‌ ନମ୍ବର ଓ ଆବଶ୍ୟକୀୟ ତଥ୍ୟ ଦେଇ ପରୀକ୍ଷା ଫଳ ଜାଣିପାରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।


ଉଲ୍ଲେଖଯୋଗ୍ୟ ଏହା ପୂର୍ବରୁ ପ୍ଲସ -୨ ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶ ପାଇ ସାରିଛି ।

Leave A Reply

Your email address will not be published.

5 × one =

error: Content is protected !!
Open chat