କରୋନାକୁ ନେଇ ଚାଇନାର ଧମକ: ଏହା ମାତ୍ର ଆରମ୍ଭ , ବିଶ୍ୱ ଆହୁରି କ୍ଷତି ସହିବ

0 305
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ବେଜିଂ ୦୯/୦୭ : ଆମେରିକାର ଚାପ ପଡିବା ସତ୍ତ୍ୱେ ଚାଇନା ସାରା ବିଶ୍ୱକୁ ପୁଣି ଧମକ ଦେଇଛନ୍ତି। କରୋନା ଯୋଗୁ ସାରା ବିଶ୍ୱ ଆହୁରି କ୍ଷତି ସହିବ ବୋଲି ଚାଇନା ପକ୍ଷରୁ କୁହାଯାଇଛି।

ଚାଇନା ସରକାରଙ୍କ ନିୟନ୍ତ୍ରଣାଧୀନ ଖବରକାଗଜ ଗ୍ଲୋବାଲ ଟାଇମ୍ସରେ ମଙ୍ଗଳବାର ଲେଖାଯାଇଥିବା ସମ୍ପାଦକୀୟରେ ଲେଖାଯାଇଛି, ଆମେରିକା ଅନ୍ୟ ଦେଶଗୁଡିକ ସହ ମିଶି ଚାଇନା ବିରୋଧରେ ଉସ୍‌କାଉଛି ଏବଂ ନିଜ ପକ୍ଷକୁ ଆଣୁଛି। ଆମେରିକା ନିଜ ପ୍ରଭାବ ବଢାଇବାକୁ ଚେଷ୍ଟା କରୁଛି। ଏହାର ପ୍ରତିକୂଳ ପଭାବ ପଡିବ। କରୋନା ଯୋଗୁ ସାରା ବିଶ୍ୱ ଆହୁରି କ୍ଷତି ସହିବ ଏବେ ଆରମ୍ଭ ମାତ୍ର ବୋଲି ଚାଇନା ଧମକ ଦେଇଛି।

Leave A Reply

Your email address will not be published.

16 + 10 =

error: Content is protected !!
Open chat