ରାଜ୍ୟରେ ଆଜି ୧୨୧୫ ନୂଆ ଆକ୍ରାନ୍ତ ଚିହ୍ନଟ : ମୋଟ ଆକ୍ରାନ୍ତ ୨୮୧୦୭ କୁ ବୃଦ୍ଧି ପାଇଛି

0 376
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୮/୦୭ : ରାଜ୍ୟରେ ମାଡିଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ ରାଜ୍ୟରେ ଆଜି ପୁଣି ୧୨୧୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୭୫୩ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୪୬୨ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮ ହଜାର ୧୦୭ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ନୂଆ ଆକ୍ରାନ୍ତ: ୧୨୧୫
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୭୫୩
– ସ୍ଥାନୀୟ ଅଞ୍ଚଳରୁ୪୬୨

– ଜାଣନ୍ତୁ କେଉଁ ଜିଲ୍ଲାରୁ – କେତେ

୧- ଅନୁଗୁଳ ଜିଲ୍ଲାରୁ – ୧୧
୨- ବାଲେଶ୍ୱର ଜିଲ୍ଲାରୁ – ୨୯
୩- ବରଗଡ଼ ଜିଲ୍ଲାରୁ – ୧୦
୪- ଭଦ୍ରକ ଜିଲ୍ଲାରୁ – ୨
୫- ବଲାଙ୍ଗୀର ଜିଲ୍ଲାରୁ – ୨୧
୬- ବୌଦ୍ଦ ଜିଲ୍ଲାରୁ – ୨
୭- କଟକ ଜିଲ୍ଲାରୁ – ୬୦
୮- ଦେବଗଡ଼ ଜିଲ୍ଲାରୁ – ୧
୯- ଢେଙ୍କାନାଳ ଜିଲ୍ଲାରୁ – ୧
୧୦- ଗଜପତି ଜିଲ୍ଲାରୁ – ୮୯
୧୧- ଗଞ୍ଜାମ ଜିଲ୍ଲାରୁ – ୩୩୨
୧୨- ଜଗତସିଂହପୁର ଜିଲ୍ଲାରୁ – ୪୭
୧୩- ଯାଜପୁର ଜିଲ୍ଲାରୁ – ୨୦
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୨
୧୫- କଳାହାଣ୍ଡି ଜିଲ୍ଲାରୁ – ୮
୧୬- କନ୍ଧମାଳ ଜିଲ୍ଲାରୁ – ୧୪
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୪
୧୮- କେନ୍ଦୁଝର ଜିଲ୍ଲାରୁ – ୭୭
୧୯- ଖୋର୍ଦ୍ଧା: ୩୧୨
୨୦- କୋରାପୁଟ ଜିଲ୍ଲାରୁ – ୭୩
୨୧- ମାଲକାନଗିରି : ୧୪
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୨୨
୨୩- ନୟାଗଡ଼ ଜିଲ୍ଲାରୁ – ୭
୨୪- ନୂଆପଡ଼ା ଜିଲ୍ଲାରୁ – ୮
୨୫- ପୁରୀ ଜିଲ୍ଲାରୁ – ୧୧
୨୬- ରାୟଗଡ଼ା ଜିଲ୍ଲାରୁ – ୨୪
୨୭- ସୋନପୁର ଜିଲ୍ଲାରୁ – ୨
୨୮- ସୁନ୍ଦରଗଡ଼ ଜିଲ୍ଲାରୁ – ୨

– ନୂଆ ସୁସ୍ଥ ହୋଇଥିଲେ୫୮୧
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୪୭୬୫୬୦
– ମୋଟ ଆକ୍ରାନ୍ତ ୨୮୧୦୭
– ମୋଟ ସୁସ୍ଥ ହେଲେଣି ୧୭୩୭୩
– ସକ୍ରୀୟ ଆକ୍ରାନ୍ତ – ୧୦୫୪୫

Leave A Reply

Your email address will not be published.

10 − 9 =

error: Content is protected !!
Open chat