ରାଜ୍ୟରେ କିନ୍ନରଙ୍କୁ ମିଳିବ ମଧୁବାବୁ ପେନସନ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0 368
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୩/୦୭ : ରାଜ୍ୟରେ କିନ୍ନରମାନଙ୍କୁ ମଧୁବାବୁ ପେନସନ ମିଳିବ ।

କିନ୍ନରମାନଙ୍କୁ ମଧୁବାବୁ ପେନସନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହାସହ ୪୮ଲକ୍ଷ ମଧୁବାବୁ ପେନସନଧାରୀଙ୍କୁ ସହାୟତା ମିଳିବ । ହିତାଧିକାରୀଙ୍କୁ ଆସନ୍ତା ୪ମାସ ଯାଏଁ ଆଉ ୧ହଜାର ଟଙ୍କା ସହାୟତା ମିଳିବ ।

ତେଣୁ ଏବେଠାରୁ ମଧୁବାବୁ ପେନସନ ୱେବସାଇଟରେ ଆବେଦନ କରିବାକୁ ହେବ । ଅନଲାଇନ ଓ ଅଫଲାଇନରେ ହିତାଧୀକାରୀ ଆବେଦନ କରିପାରିବେ । ଏନେଇ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।

Leave A Reply

Your email address will not be published.

4 × two =

error: Content is protected !!
Open chat