ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କରୋନାରେ ଆକ୍ରାନ୍ତ

0 456
greentech

ନୂଆଦିଲ୍ଲୀ/ଚଣ୍ଡିଗଡ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୫/୦୮: ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏ ସଂକ୍ରାନ୍ତରେ ସେ ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।

ସେ ଟ୍ୱିଟ କରି କହିଛନ୍ତି ଯେ ସେ କରୋନା ପରୀକ୍ଷା କରିଥିବା ବେଳେ ତାଙ୍କର ରିପୋର୍ଟ ପଜିଟିଭ ଆସିଛି । ତାଙ୍କ ସହ ସମ୍ପର୍କରେ ଆସିଥିବା ଲୋକ ମାନଙ୍କୁ ସେ କରୋନା ପରୀକ୍ଷା କରାଇବା ସହ କଡା କ୍ୱାରେଂଟାଇନ ବ୍ୟବସ୍ଥାରେ ରହିବାକୁ ଅପିଲ କରିଛନ୍ତି ।

Leave A Reply

Your email address will not be published.

18 + 20 =

error: Content is protected !!
Open chat