କଟକଣା ଲଗାଇଲେ ରାଜଭବନ କର୍ତ୍ତୃପକ୍ଷ : ଜୁଲାଇ ୩୧ ଯାଏଁ ରାଜଭବନକୁ ପ୍ରବେଶ ମନା

0 377
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୮/୦୭ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜଭବନକୁ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। ଜୁଲାଇ 31 ତାରିଖ ଯାଏଁ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି ରାଜଭବନ କର୍ତ୍ତୃପକ୍ଷ। ଫୋନ୍, ଫ୍ୟାକ୍ସ, ମେଲରେ ଯୋଗାଯୋଗ ପାଇଁ ରାଜଭବନ ପକ୍ଷରୁ ପରାମର୍ଶ ଦିଆଯାଇଛି। ରାଜଧାନୀରେ କରୋନା ସଂକ୍ରମଣ ବଢୁଥିବା କାରଣରୁ ବିଏମସି ପକ୍ଷରୁ ନିକଟରେ ସଭା, ସମତି, ବିକ୍ଷୋଭ ଓ ପ୍ରତିବାଦ ଉପରେ ବି କଟକଣା ଲଗାଇଥିଲା।

Leave A Reply

Your email address will not be published.

two × one =

error: Content is protected !!
Open chat