ଭୁବନେଶ୍ୱର ଇଏସ୍ଆଇ ହସ୍ପିଟାଲ୍ କଲୋନୀରୁ କରୋନା ପଜିଟିଭ୍ ଚିହ୍ନଟ

0 425
greentech

ଭୁବନେଶ୍ୱର : ଭୁବନେଶ୍ୱର ଇଏସ୍ଆଇ ହସ୍ପିଟାଲ୍ କଲୋନୀରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ଆକ୍ରାନ୍ତଙ୍କୁ କିମ୍ସ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ଇଏସ୍ଆଇ ହସ୍ପିଟାଲ ଅଧିକ୍ଷକ ସୂଚନା ଦେଇଛନ୍ତି।

ତେବେ ସେ କାହାଦ୍ୱାରା ସଂକ୍ରମିତ ହୋଇଛନ୍ତି, ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଗତ କିଛି ଦିନ ତଳେ ଆକ୍ରାନ୍ତ ଜଣକ ଥଣ୍ଡା ଜ୍ୱରରେ ପୀଡ଼ିତ ଥିଲେ। ଏହାପରେ ପରୀକ୍ଷା ପାଇଁ ତାଙ୍କ ସ୍ୱାବ ପଠାଯାଇଥିଲା। ଗତକାଲି ରିପୋର୍ଟ ଆସିବା ପରେ ସେ କରୋନା ସଂକ୍ରମିତ ଥିବା ମେଡ଼ିକାଲ୍ ଅଧିକ୍ଷକ କହିଛନ୍ତି।

Leave A Reply

Your email address will not be published.

nineteen + 11 =

error: Content is protected !!
Open chat