ରାଜଧାନୀ ଭୁବନେଶ୍ୱରରେ ସମାବେଶ ମନା :ବିଏମସି

0 326
greentech

ଭୁବନେଶ୍ୱର,୪ ।୭(ଓଡିଶା ଭାସ୍କର): କରୋନା ମହାମାରୀ ପାଇଁ ରାଜଧାନୀରେ ଲାଗୁ ହୋଇଛି କଟକଣା । କୌଣସି ପ୍ରକାର ସମାବେଶ, ରାଲି, ସଭା ଓ ଧାରଣା ଉପରେ କଟକଣା ଲାଗୁ ହୋଇଛି ।

ବିଏମସି ଅଧିନ ଅଞ୍ଚଳରେ କୌଣସି ସଭା ହୋଇପାରିବ ନାହିଁ । ନିୟମ ଉଲ୍ଲଙ୍ଘନ ଦେଖିଲେ ସ୍ଥାନୀୟ ଆଇଆଇସି ନେବେ କାର୍ଯ୍ୟାନୁଷ୍ଠାନ । ଏହା ବ୍ୟତିତ କୌଣସି ସଙ୍ଗଠନ ଓ ରାଜନୈତିକ ଦଳ ସମାବେଶ କରିପାରିବେ ନାହିଁ । ଏନେଇ ବିଏମସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି

Leave A Reply

Your email address will not be published.

twelve + 8 =

error: Content is protected !!
Open chat