ସାଲେପୁର ବ୍ଲକ ମିର୍ଜାପୁର ଅନ୍ତର୍ଗତ ଛୋଟିପଡାରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ସଂପୂର୍ଣ୍ଣ ଜଳିଗଲା

0 441
greentech

ସାଲେପୁର,(ପ୍ରଫୁଲ୍ଳ କୁମାର ମହାପାତ୍ର/କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୨/୧୦: ସାଲେପୁର ବ୍ଲକ ମିର୍ଜାପୁର ପଂଚାୟତ ଅନ୍ତର୍ଗତ ଛୋଟିପଡା ଗ୍ରାମରେ ଗତ ଶନିବାର ଅପରାହ୍ନରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ସତ୍ୟାନନ୍ଦ ନାୟକଙ୍କ ଦୁଇ ବଖରା ଘର ସଂପୂର୍ଣ୍ଣ ଜଳିଯାଇଅଛି । ଖବର ପାଇ ସାଲେପୁର ଅଗ୍ନିସମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ । ମାତ୍ର ସେତେବେଳକୁ ଦୁଇ ବଖରା ଘର ସହ ସତ୍ୟାନନ୍ଦଙ୍କ ସମସ୍ତ ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଥିବା ଜଣାଯାଇଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ ।

Leave A Reply

Your email address will not be published.

3 × five =

error: Content is protected !!
Open chat