Monthly Archives

June 2020

ଜୁଲାଇରେ ଆହୁରି ଅଧିକ ବଢ଼ିବ କରୋନା ସଂକ୍ରମଣ।

ଭୁବନେଶ୍ୱର (କଳିଙ୍ଗ ଜ୍ୟୋତି), ୨୪ା୬: କରୋନା ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ଏହି ଭାଇରସର ଏପର୍ଯ୍ୟନ୍ତ ପ୍ରତିଶେଧକ ମଧ୍ୟ ମିଳିପାରି ନାହିଁ । କରୋନା ଆକ୍ରାନ୍ତ ସଂଖ୍ୟା ଆଗକୁ ବଢ଼ିବାର ସମ୍ଭାବନା ରହିଛି । ଜୁନ ଅପେକ୍ଷା ଜୁଲାଇ ମାସରେ ସଂକ୍ରମଣ ସଂଖ୍ୟା ଅଧିକ ରହିବ ବୋଲି

କରୋନା ଔଷଧ ‘ରେମଡେସିଭିର’ର ଦାମ୍ ୫ ହଜାରରୁ କମ୍, ସଫଳତା ନେଇ ସିପ୍‌ଲା କମ୍ପାନୀ ନିଶ୍ଚିତ।

ବେଙ୍ଗାଲୁରୁ (କଳିଙ୍ଗ ଜ୍ୟୋତି) ୨୪।୬: କୋଭିଡ-୧୯ର ଚିକିତ୍ସା ପାଇଁ ସିପଲା ଏବଂ ହେଟେରୋ ଜେନେରିକ ଔଷଧ ଲଞ୍ଚ କରିଛନ୍ତି । ଭାରତୀୟ ଔଷଧ ଉତ୍ପାଦନକାରୀ ସିପଲା ଲିମିଟେଡ୍ ଏବଂ ଆମେରିକାର ଔଷଧ ଉତ୍ପାଦନକାରୀ ଗିଲିଆଡ୍ ସାଇନ୍ସେସ୍ ର ଆଣ୍ଟିଭାଇରାଲ୍ ଔଷଧ ରେମଡେସିଭିର ମୂଲ୍ୟ ୫ ହଜାରରୁ କମ୍

ମହିଳା ବ୍ୟାଙ୍କ କର୍ମଚାରୀଙ୍କୁ ପୁଲିସର ମାଡ଼, କାର୍ଯ୍ୟାନୁଷ୍ଠାନ ପାଇଁ ଜିଲାପାଳଙ୍କୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା…

ନୂଆଦିଲ୍ଲୀ (କଳିଙ୍ଗ ଜ୍ୟୋତି) : ସୁରଟର ଏକ ବ୍ୟାଙ୍କ ପରିସରରେ ଜଣେ ମହିଳା କର୍ମଚାରୀଙ୍କୁ ମାଡ଼ ମରାଯାଇଥିଲା। ମାଡ଼ ମାରିଥିବା ଅଭିଯୁକ୍ତ ହେଉଛନ୍ତି ସୁରଟ ସିଟି ପୁଲିସର ଜଣେ କର୍ମଚାରୀ। ଏହି ଘଟଣାର ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଲିସକୁ ବିଭିନ୍ନ ମହଲରେ ନିନ୍ଦା

କରୋନା ଛାଟ !! ରଥଯାତ୍ରାରେ ନିୟୋଜିତ ପୁଲିସ କର୍ମଚାରୀଙ୍କର ହେବ କରୋନା ପରୀକ୍ଷା।

ପୁରୀ, ୨୪ା୬(କଳିଙ୍ଗ ଜ୍ୟୋତି) : ରଥଯାତ୍ରାରେ ନିୟୋଜିତ ପୁଲିସ କର୍ମଚାରୀଙ୍କର ହେବ କରୋନା ପରୀକ୍ଷା । ଆଜି ପ୍ରାଥମିକ ପର୍ଯ୍ୟାୟରେ ୫୦୦ ପୁଲିସ କର୍ମଚାରୀଙ୍କ କୋଭିଡ ଟେଷ୍ଟ କରାଯିବ । ଆଗାମୀ ଦିନରେ ମଧ୍ୟ ରଥଯାତ୍ରାରେ ନିୟୋଜିତ ପୁଲିସ କର୍ମଚାରୀଙ୍କ କରୋନା ପରୀକ୍ଷା କରାଯିବ । ପୁଲିସ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀର ଜନସାଧାରଣ, ଛତଶା ନିଯୋଗ, ସେବାୟତ ତଥା ଶ୍ରୀମନ୍ଦିର ପ୍ରଶାସନକୁ ଶାନ୍ତି…

ଭକ୍ତଶୂନ୍ୟ ରଥଯାତ୍ରାର କୋଟି କୋଟି ଭକ୍ତ ଟିଭି ଓ ଇଣ୍ଟରନେଟ ମାଧ୍ୟମରେ ମହାପ୍ରଭୁଙ୍କର ଦର୍ଶନ କରିଛନ୍ତି । ନୂଆଦିଲ୍ଲୀ/ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି) : ପୁରୀରେ ମହାପ୍ରଭୁଙ୍କର ଘୋଷଯାତ୍ରା ଶାନ୍ତିଶଙ୍ଖୃଳାର ସହ ସମାପ୍ତହୋଇଥିବାରୁ ପୁରୀର ଜନସାଧାରଣ, ଛତିଶାନିଯୋଗ, ସେବାୟତ ତଥା

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ସନ୍ଦେହ ଘେରରେ ପ୍ରେମିକା, ହୋଇପାରନ୍ତି ଗିରଫ !

ବଲିଉଡ଼ର ସଫଳ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଖବର ବଲିଉଡ଼ ଜଗତରେ ଓ ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ଆଜି ତାଙ୍କ ମୃତ୍ୟୁକୁ ୧୦ଦିନ ପୁରିଯାଇଥିଲେ ମଧ୍ୟ ପୋଲିସ ତଦନ୍ତ ଜାରି ରଖିଛି । ଏହା ସତରେ ଆତ୍ମହତ୍ୟା ନା ମର୍ଡ଼ର । ଏହା ଜାଣିବା ପାଇଁ ପୋଲିସ ଛାନଭିନ ଜାରି ରଖିଛି ।

ତୃଣମୂଳ କଂଗ୍ରେସ ବିଧାୟକ ତମୋନାଶ ଘୋଷଙ୍କ କରୋନା ଆକ୍ରାନ୍ତହୋଇ ଦେହାନ୍ତ।

କୋଲ୍‌କାତା (କଳିଙ୍ଗ ଜ୍ୟୋତି) : କରୋନାଭାଇରସ୍ ଦ୍ବାରା ଆକ୍ରାନ୍ତ ତୃଣମୂଳ କଂଗ୍ରେସର ବିଧାୟକ ତମୋନାଶ ଘୋଷଙ୍କର ବୁଧବାର ଦିନ ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଛି। ମେ ମାସରେ ତାଙ୍କର କରୋନାଭାଇରସ୍ କୋଭିଡ୍-୧୯ ପଜିଟିଭ୍ ବାହାରିଥିଲା। ତାଙ୍କର ହୃଦ୍‌ପିଣ୍ଡ, ବୃକ୍କ ଏବଂ ଅନ୍ୟାନ୍ୟ

ଆୟୁଷ ମନ୍ତ୍ରୀ ଶ୍ରୀପଦ ନାଏକଙ୍କ ପତଞ୍ଜଳିକୁ ପରାମର୍ଶ: କୋଭିଡ୍-୧୯ ଔଷଧ ତିଆରି କରିବା ଭଲ କଥା, କିନ୍ତୁ ଏଥିପାଇଁ…

ନୂଆଦିଲ୍ଲୀ (କଳିଙ୍ଗ ଜ୍ୟୋତି) : ମଙ୍ଗଳବାର ଦିନ ଯୋଗ ଗୁରୁ ବାବା ରାମଦେବ ‘କରୋନିଲ୍ ଏବଂ ଶ୍ବାସରି’ ନାମରେ ଏକ ଔଷଧ ବାହାରିଥିବା ଘୋଷଣା କରିଥିଲେ। ଏହା କୋଭିଡ୍-୧୯ ରୋଗୀଙ୍କ ଠାରେ ୧୦୦% ସୁଫଳ ଦେଉଛି ବୋଲି ସେ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ଯୋଗ ଗୁରୁ ବାବା ରାମଦେବଙ୍କ ପ୍ରାୟୋଜିତ

ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ‘ବ୍ଲୁ ହ୍ୱିଲ ହସ୍ପିଟାଲ’ ସିଲ୍।

ଭୁବନେଶ୍ୱର, ୨୪ା୬(କଳିଙ୍ଗଜ୍ୟୋତି): କୋଭିଡ଼ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ରାଜଧାନୀ ଭୁବନେଶ୍ୱର ସ୍ଥିତ ମଞ୍ଚେଶ୍ୱର ବ୍ଲୁ ହ୍ୱିଲ ହସ୍ପିଟାଲ ସିଲ୍ କରାଯାଇଛି । ହସ୍ପିଟାଲକୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଛି ମହାନଗର ନିଗମ । ଗତକାଲି ସୁଦ୍ଧା ହସ୍ପିଟାଲରୁ ୨୭ କରୋନା ରୋଗୀ ଚିହ୍ନଟ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ବାରା ତାମିଲନାଡୁର ନମାକ୍କଲ ଠାରେ ଭିସି ଯୋଗେ ସିବିଜି ପ୍ଲାଂଟର ଲୋକାର୍ପଣ

ନୂଆଦିଲ୍ଲୀ / ଭୁବନେଶ୍ୱର (କଳିଙ୍ଗଜ୍ୟୋତି) ୨୪/୦୬ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଭିଡିଓ କନଫରେନ୍ସି ଯୋଗେ ତାମିଲନାଡୁର ନମାକ୍କଲ ଠାରେ ସିବିଜି ପ୍ଲାଂଟ ଏବଂ ସିବିଜି ଷ୍ଟେସନର ଲୋକର୍ପଣ କରିଛନ୍ତି । ଏହି ଭର୍ଚୁଆଲ ଲୋକାର୍ପଣ ଉତ୍ସବରେ ତାମିଲନାଡୁର
error: Content is protected !!
Open chat