୫ ଦିନ ମଧ୍ୟରେ ଚୀନ୍ହ୍ୟାକର୍ମାନେ ଭାରତୀୟ ୱେବ୍ସାଇଟ୍ ଓ ବ୍ୟାଙ୍କିଙ୍ଗ୍ ସେକ୍ଟର୍ ଉପରେ ୪୦ ହଜାର ସାଇବର୍ ଆକ୍ରମଣ…
କଳିଙ୍ଗଜ୍ୟୋତି ମୁମ୍ବାଇ: ଗତ ପାଞ୍ଚ ଦିନ ମଧ୍ୟରେ ଚୀନ୍ସ୍ଥିତହ୍ୟାକର୍ମାନେ ଭାରତର ସୂଚନା ପ୍ରଯୁକ୍ତିବିଦ୍ୟା ଭିତ୍ତିଭୂମି ଏବଂ ବ୍ୟାଙ୍କିଙ୍ଗ୍ ସେକ୍ଟର୍ ଉପରେ ୪୦ ହଜାର ସାଇବର୍ ଆକ୍ରମଣ ଉଦ୍ୟମ କରିଥିବା କଥା ମଙ୍ଗଳବାର ଦିନ ମହାରାଷ୍ଟ୍ରର ଜଣେ ଶୀର୍ଷସ୍ତରୀୟ ପୁଲିସ ଅଧିକାରୀ!-->!-->!-->…
