ଶ୍ରମିକ ମାନଙ୍କର ଦୁର୍ଦିନ ଦେଖା ମିଳୁନି ରାଜଗାଙ୍ଗପୁର ଶ୍ରମିକ ନେତା ନେତ୍ରୀ ମାନଙ୍କୁ !
ସୁନ୍ଦରଗଡ଼,ରାଜଗାଙ୍ଗପୁର(ସୌମ୍ୟଜୀତ ସ୍ୱାଇଁ)ରାଜଗାଙ୍ଗପୁର ଓ ଆଖ ପାଖ ଅଞ୍ଚଳରେ ଶିଳ୍ପ ଅନୁଷ୍ଠାନ ରେ ଭର୍ତି ରହିଛି !ଏହା ଫଳରେ ଜନସାଧାରଣ ମାନେ କାର୍ଯ୍ୟକ୍ଷମ ହୋଇପାରୁଛନ୍ତି କିନ୍ତୁ କିଛି କମ୍ପାନୀ ର କର୍ତ୍ତୃପକ୍ଷ ଶ୍ରମିକ ମାନଙ୍କ ଉପରେ ନିର୍ଯାତନା ଦେବାର ଦୃଶ୍ୟ ମଧ୍ୟ ନଜର କୁ ଆସିଛି!-->…
