ଖୋର୍ଦ୍ଧା ଉପଖଣ୍ଡ ଦୈନିକ ୧୬ ଘଣ୍ଟା ସଟ୍ଡାଉନ୍ ଘୋଷଣା
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଗ୍ରାମାଞ୍ଚଳରେ ଆଜି କରୋନା ସ˚କ୍ରମଣ ୨୫୧ ଛୁଇଁଛି। କେବଳ ଏତିକି ନୁହେଁ, ଗତ ୧ ସପ୍ତାହ ମଧ୍ୟରେ ସ୍ଥାନୀୟ ସ˚କ୍ରମଣ ୨୧କୁ ବୃଦ୍ଧି ପାଇଛି। ତେଣୁ ଗୋଷ୍ଠୀ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜିଠାରୁ ୩୦ ତାରିଖ ଯାଏ ଖୋର୍ଦ୍ଧା!-->…
