Monthly Archives

June 2020

ସିନେପ୍ରେମୀ ଙ୍କ ପାଇଁ ଦୁଃଖଦ ଖବର : କଟକର ‘ଜୟଶ୍ରୀ ସିନେମା ହଲ୍’‌ ସବୁଦିନ ପାଇଁ ବନ୍ଦ ହେଲା ।

କଟକ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୮।୬ : କଟକ ସହରର ବହୁ ପୁରୁଣା ସିନେମା ହଲ୍‌ ତଥା କଟକ ବାଦାମବାଡି ସ୍ଥିତ ପ୍ରସିଦ୍ଧ 'ଜୟଶ୍ରୀ ସିନେମା ହଲ୍' ‌କୁ ସବୁ ଦିନ ପାଇଁ ବନ୍ଦ କରି ଦିଆଯାଇଛି । ଏନେଇ ହଲ୍‌ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେଇଥିବାର ଜଣାପଡିଛି । ଏହା ସମ୍ପର୍କରେ ଓଡ଼ିଶା ଆସେମ୍ଲି

ଦିଲ୍ଲୀରେ କରୋନା ସଂକ୍ରମଣର ମୁକାବିଲା ପାଇଁ ସରକାର ପ୍ରସ୍ତୁତ : ଅମିତ ଶାହା

ଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୮/୦୬ : ସମ୍ବାଦ ସରବରାହ ସଂସ୍ଥା ଏଏନଆଇକୁ ଏକ ସାକ୍ଷାତକାରରେ ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହା କହିଛନ୍ତି ଯେ, ଦିଲ୍ଲୀରେ ଆଇଶୋଲେସନ ଶଯ୍ୟା ଏବଂ ଆଇସିୟୁ ଚିକିତ୍ସା ଯଥେଷ୍ଟ ହ୍ରାସ ପାଇଛି ଏବଂ ଏଥିପାଇଁ ଏକ କମିଟି ଗଠନ କରାଯାଇଛି। ସେ

ପୁରୀ ରଥଯାତ୍ରା : ପୁଲିସ୍ ଓ ସେବାୟତଙ୍କ ପରେ ଏବେ ହେବ ସାମ୍ବାଦିକଙ୍କର କରୋନା ଟେଷ୍ଟ ।

ପୁରୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୮ ।୬ : ପୁରୀ ରଥଯାତ୍ରାରେ କାର୍ଯ୍ୟରତ ପୁଲିସ୍ ଓ ସେବାୟତଙ୍କ ପରେ ଏବେ କରୋନା ଟେଷ୍ଟ ହେବ ସାମ୍ବାଦିକମାନଙ୍କର । ରଥଯାତ୍ରା ଖବର ସଂଗ୍ରହ କରୁଥିବା ସମସ୍ତ ସାମ୍ବାଦିକଙ୍କର ଏବେ କରୋନା ଟେଷ୍ଟ ହେବ ।ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୁର୍ବେଦିକ କଲେଜରେ

ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶଙ୍କର ସିଂ ବାଘେଲାଙ୍କୁ କରୋନା

କଳିଙ୍ଗ ଜ୍ୟୋତି ବ୍ୟୁରୋ ଅହମଦାବାଦ ୨୮/୦୬ : ଗୁଜରାଟର ପୂର୍ବତନ ମୂଖ୍ୟମନ୍ତ୍ରୀ ଶଙ୍କର ସିଂହ ବାଘେଲାଙ୍କର କରୋନା ପଜିଟିଭ୍ ରିପୋର୍ଟ ଆସିଛି। ଗତ ଦୁଇ ତିନି ଦିନ ହେଲା ସେ ଜ୍ୱରରେ ପୀଡ଼ିତ ଥିଲେ। ଏହାପରେ ଶନିବାର ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ଆଜି ତାଙ୍କ ରିପୋର୍ଟ ପଜିଟିଭ

ଦେଶରେ ଉତ୍ପାଦିତ ହେଉଥିବା ଦ୍ରବ୍ୟ କିଣିବା ପାଇଁ ନାଗରିକମାନଙ୍କୁ ମୋର ଅନୁରୋଧ –ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

କଳିଙ୍ଗ ଜ୍ୟୋତି ଦିଲ୍ଲୀ ୨୮/୦୬ : ଦେଶରେ ଉତ୍ପାଦିତ ହେଉଥିବା ଦ୍ରବ୍ୟ କିଣିବା ପାଇଁ ନାଗରିକମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ, ଯଦି ଲୋକମାନେ ସ୍ଥାନୀୟ ଉତ୍ପାଦ କିଣନ୍ତି ତେବେ ସେମାନେ ଦେଶକୁ ମଜବୁତ କରିବାରେ ଏକ ସକ୍ରିୟ ଭୂମିକା ଗ୍ରହଣ

‌ଭୁବନେଶ୍ୱର ରେଡ୍‌ ଲାଇଟ୍‌ ମାଳି ସାହି ଅଞ୍ଚଳ ହୋଇପାରେ ହଟ୍‌ସ୍ପଟ୍: ବନ୍ଦ ରହିଲେ ସଂକ୍ରମଣ ଆଶଙ୍କା ୩୫% କମିବ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର,୨୮ା୬: ଦେଶରେ ରେଡ୍‌ ଲାଇଟ ଅଞ୍ଚଳ ଖୋଲା ରହିବା ଦ୍ୱାରା ଭାରତରେ କୋଭିଡ-୧୯ ସଂକ୍ରମଣରେ ଦ୍ରୁତ ଅଭିବୃଦ୍ଧି ଦେଖାଦେବାର ସମ୍ଭାବନା ରହିଛି। ଏହି ଅଞ୍ଚଳ ବନ୍ଦ ରହିଲେ ସଂକ୍ରମଣ ହ୍ରାସ ପାଇବା ସହ ଏହି ମହାମାରୀଜନିତ ମୃତ୍ୟୁକୁ ୬୦% ପର୍ଯ୍ୟନ୍ତ କମ୍‌

ବିଜେପି ଭୁବନେଶ୍ୱର ସାଂସଦ ଅପରାଜିତା ଦେବେ ମୋଦୀ ସରକାର ଓ ନିଜ ରିପୋର୍ଟ କାର୍ଡ

କଳିଙ୍ଗ ଜ୍ୟୋତି ଭୁବନେଶ୍ୱର ୨୮/୦୬:: କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ ହୋଇଛି। ଏହି ପରିପ୍ରେକ୍ଷୀରେ ଦେଶବ୍ୟାପୀ ଭର୍ଚୁଆଲି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ “ଜନ ସମ୍ବାଦ ରାଲି”ର ଆୟୋଜନ କରାଯାଉଛି। ମୋଦୀ ସରକାର ୨.୧ର ରିପୋର୍ଟ କାର୍ଡ ଜନତାଙ୍କ ନିକଟରେ

ସାରା ବିଶ୍ଵରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କୋଟିଏ ଟପିଲା, ୫ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୨୮/୦୬: ସାରା ବିଶ୍ଵରେ କୋଟିଏ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବିଶ୍ଵବ୍ୟାପୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୮୧ ହଜାର ପାର କରିଛି । ସାରା ବିଶ୍ଵରେ ଆତଙ୍କ ଖେଳାଇ ଚାଲିଛି କରୋନା ମହାମାରୀ । ୫ ଲକ୍ଷରୁ ଅଧିକ ଜୀବନ ନେଇ ସାରିଲାଣି

ଆଜି ରାଜ୍ୟର ୨୩ଟି ଜିଲ୍ଲାରୁ ୨୬୪ ଜଣ ଆକ୍ରାନ୍ତ ଚିହ୍ନଟ

କଳିଙ୍ଗ ଜ୍ୟୋତି ଭୁବନେଶ୍ୱର ୨୮/୦୬: ଆଜି ରାଜ୍ୟରୁ ନୂତନ ୨୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ୨୩ ଟି ଜିଲ୍ଲାରୁ ମୋଟ୍‌ ୨୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୭୬ ଜଣ ଚିହ୍ନଟ ହୋଇଥିବାବେଳେ ଯାଜପୁରରୁ ୪୧ ଜଣ ଚିହ୍ନଟ ହୋଇଛନ୍ତି। କେଉଁଝରରୁ
error: Content is protected !!
Open chat