Daily Archives

July 1, 2020

ମାଡିଚାଲିଛି କରୋନା : ଆଜି ରାଜ୍ୟରେ ପୁଣି ୨୫୧ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୧/୦୭ : ରାଜ୍ୟରେ ବୁଧବାର ପୁଣି ୨୫୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୩୧୬ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ନୂଆ ୨୫୧

ଅଶାନ୍ତ ଚୀନ : ଭୁଟାନ ସହ ଅରମ୍ଭ କଲା ନୂଆ ସୀମା ବିବାଦ !!

ଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୧/୦୭ : ଭୁଟାନର ସକ୍‌ତେଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ଅନୁଦାନ ପ୍ରଦାନ ପ୍ରସଙ୍ଗ ଉଠିବା ପରେ ଚାଇନା ଏହାକୁ ବିରୋଧ କରିଥିଲା। ଭାରତକୁ ଲାଗିଥିବା ପୂର୍ବ ଭୁଟାନର ଟ୍ରାଶିଗଙ୍ଗ ଜିଲାରେ ଏହି ଅଭୟାରଣ୍ୟ ଅବସ୍ଥିତ। ଏହି ଅଞ୍ଚଳ ବିବାଦୀୟ ବୋଲି ଚାଇନା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ବାହୁଡ଼ାଯାତ୍ରାର ଅଭିନନ୍ଦନ ଜଣାଇଲେ

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି), ୦୧/୦୭ : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେଣୁ ବିନା ଭକ୍ତ ଓ କଟକଣା ଭିତରେ ଗୁଣ୍ଡିଚାଯାତ୍ରା କରିବା ଭଳି ବାହୁଡ଼ା ଯାତ୍ରା ମଧ୍ୟ କରାଯାଉଛି । ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ବାହୁଡ଼ାଯାତ୍ରାରେ ଅଭିନନ୍ଦନ ଜଣାଇଛନ୍ତି

ଦିଲ୍ଲୀ ଟୁର୍ ଏଣ୍ଡ ଟ୍ରାଭେଲ୍ ଆସୋସିଏସନର ବଡ ନିଷ୍ପତ୍ତି : ଦିଲ୍ଲୀରେ ଚୀନ୍ ନାଗରିକଙ୍କୁ ମିଳିବନି ଟ୍ୟାକ୍ସି ସେବା

କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୦୧/୦୭: ଭାରତ-ଚୀନ୍ ମଧ୍ୟରେ ସୀମା ବିବାଦ ଧିରେ ଧିରେ ବଢିବାରେ ଲାଗିଛି। ଏହାରି ମଧ୍ୟରେ ଭାରତରେ ଚୀନ ସମାଗ୍ରୀ ବର୍ଜନର ନାରା ଜୋର ଧରିଛି। ଏପରି ପରିସ୍ଥିତିରେ ଦିଲ୍ଲୀ ଟୁର୍ ଏଣ୍ଡ ଟ୍ରାଭେଲ୍ ଆସୋସିଏସନର ବଡ ନିଷ୍ପତ୍ତି ନେଇଛି। ଟୁର୍ ଏଣ୍ଡ

ନାବାଳିକା ଗଣଦୁଷ୍କର୍ମ ଓ ବେଆଇନ ଗର୍ଭପାତ ମାମଲାରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର / ବୀରମିତ୍ରପୁର, (କଳିଙ୍ଗ ଜ୍ୟୋତି), ୦୧/୦୭ : ବୀରମିତ୍ରପୁରର ପୂର୍ବତନ ଆଇଆଇସିି ଆନନ୍ଦ ମାଝି ଚାକିରୀରୁ ବହିଷ୍କୃତ କରାଯାଇଛି । ନାବାଳିକା ଗଣଦୁଷ୍କର୍ମ ମାମଲାରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ପୂର୍ବରୁ ନିଲମ୍ବିତ କରାଯାଇଥିଲା । ତାଙ୍କ

ଶ୍ରୀକ୍ଷେତ୍ରରୁ ଆଉ ୧୨ କରୋନା ପଜିଟିଭ ଚିହ୍ନଟ

ପୁରୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୦୧/୦୭ : ଶ୍ରୀକ୍ଷେତ୍ର ପୁରୀରେ ଗତ ସପ୍ତାହେ ଧରି ଚାଲିଥିବା କୋଭିଡ ଟେଷ୍ଟରେ ୧୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସମୁଦାୟ ୫୫୬୯ ଜଣଙ୍କ ମଧ୍ୟରୁ ୧୨ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ସମସ୍ତଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଅନ୍ତରାଷ୍ଟ୍ରୀୟ ତୈଳ ବଜାରରେ ଅଶୋଧିତ ତୈଳ ଉତ୍ପାଦନ ହ୍ରାସ : ଆହୁରି ବଢିପାରେ ପେଟ୍ରୋଲ-ଡିଜେଲ୍ ଦର

ଲଣ୍ଡନ / ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୦୧।୦୭ : ପେଟ୍ରୋଲ ରପ୍ତାନୀ କରୁଥିବା ୧୩ ସଦସ୍ୟ ବିଶିଷ୍ଟ ତୈଳ ଉତ୍ପାଦନକାରୀ ସଂଗଠନ(OPEC)ଜୁନ ମାସରେ ପ୍ରତିଦିନ ହାରାହାରି ୨୨.୬୨ ମିଲିୟନ ତୈଳ ଉତ୍ପାଦନ କରିଛନ୍ତି। ଏପ୍ରିଲ ମାସରେ ଓପେକ୍ ଓ ଏହାର ସହଯୋଗୀ କରୋନା ଭାଇରସ୍‌ ସଙ୍କଟ
error: Content is protected !!
Open chat