Daily Archives

July 5, 2020

ସୁରୁଖୁରୁରେ ସଫଳ ରଥଯାତ୍ରା ଶେଷ ହୋଇଥିବା ନେଇ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ, ଗଜପତି ମହାରାଜ : ସେପଟେ ଶ୍ରେୟ…

ଭୁବନେଶ୍ୱର / ପୁରୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୦୫/୦୭ : କରୋନା କଟକଣା ଭିତରେ ରଥଯାତ୍ରା କରାଇବା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ଦେବା ପରେ ହାତରେ ଖୁବ କମ ସମୟ ଥିବା ସତ୍ତ୍ୱେ ସୁରୁଖୁରୁରେ ସମସ୍ତ ପ୍ରସ୍ତୁତି ପୁରୀ ଜିଲ୍ଲା ପ୍ରଶାସନ ଶେଷ କରିଥିଲା। ସରକାର କରୋନା ସଂକ୍ରମଣ ଭିତରେ

କରୋନା ଭାଇରସର ନୂଆ ଲକ୍ଷଣ ତାଲିକା ଜାରି କଲା ସିଡିଏସ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୦୫/୦୭: ଚୀନର ଉହାନରୁ ବ୍ୟାପିଥିବା କରୋନା ଭାଇରସର ଚରିତ୍ର ବଦଳୁଛି। ଡିସେମ୍ୱରରୁ ବ୍ୟାପିଥିବା ଏହି ଘାତକ ଭାଇରସର ଚରିତ୍ର ବଦଳୁଥିବାରୁ ମଣିଷଙ୍କ ଶରୀରରେ ଏହାର ଲକ୍ଷଣ ମଧ୍ୟ ବଦଳୁଛି। ଏପ୍ରିଲରେ ସେଣ୍ଟର ଫର କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ (ସିଡିସି)

ଗୋପାଳପୁର ମେ ଫେୟାର ହୋଟେଲ ସିଲ ଘଟଣାକୁ ସ୍ୱାଗତ କରିବା ସହ କ୍ଷମା ମାଗିଲେ ଦିଲ୍ଲୀପ ରାୟ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୫/୦୭: ଗୋପାଳପୁର ମେ ଫେୟାର ହୋଟେଲ ସିଲ ହେବା ଘଟଣାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ପ୍ରତିକ୍ରିୟା ରଖିଛନ୍ତି । ମେ ଫେୟାର ହୋଟେଲ ଗ୍ରୁପର ଅଧ୍ୟକ୍ଷ ଭାବରେ ସେ ପ୍ରଶାସନର ପଦକ୍ଷେପକୁ ସ୍ୱାଗତ କରିଛନ୍ତି ।

ଚାଇନିଜ୍ ଆପ‌ ବ୍ୟାନ ହେବା ପରେ ଏବେ ଭାରତୀୟ କମ୍ପାନୀ ମାନଙ୍କ ପାଇଁ ସୃଷ୍ଟି ହୋଇଛି ଅପାର ସୁଯୋଗ

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୫/୦୭: ଚାଇନାର ଆପ୍‌ ଟିକ୍‌ଟକ୍‌ ବନ୍ଦ ହେବା ପରେ ଏବେ ଦେଶୀ ଆପ୍‌ ଉପରେ ସମସ୍ତଙ୍କର ନଜର। ଏହାଦ୍ୱାରା ଭାରତୀୟ କମ୍ପାନୀଙ୍କର ରୋଜଗାରର ବାଟ ମଧ୍ୟ ଫିଟି ଯାଇଛି। ଟିକ୍‌ଟକ୍‌ ଭଳି ଫିଚର୍ସ ଥିବା ଆପ୍ଲିକେଶନକୁ ଲୋକେ ବେଶି ପସନ୍ଦ କରୁଛନ୍ତି। ଏବେ

ଚୀନ ଉପରେ ପୁଣି ବର୍ଷିଲେ ଟ୍ରମ୍ପ : ଆଜି ସମଗ୍ର ବିଶ୍ୱ ଚୀନ ଯୋଗୁଁ କରୋନା କବଳିତ ହୋଇଛି

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୫/୦୭ : ଆମେରିକାର ୨୪୪ତମ ସ୍ୱାଧୀନତା ଦିବସରେ ଦ୍ୱିତୀୟ "ସାଲ୍ୟୁଟ୍ ଟୁ ଆମେରିକା ” ରାଲିକୁ ସମ୍ବୋଧିତ କରି ଟ୍ରମ୍ପ ପୁଣି ଥରେ ଚୀନକୁ ଟାର୍ଗେଟ କରିଛନ୍ତି| କରୋନା ଭୂତାଣୁ ପାଇଁ ଦେଶରେ ଏହାକୁ ଖୁବ ଧୁମଧାମରେ ପାଳନ କରାଯାଉନଥିଲେ ମଧ୍ୟ

ଓଡ଼ିଶା : ଲକ୍‌ଡାଉନ୍‌ରେ ୬୪ % ଦୁର୍ଘଟଣା କମିଛି

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୫/୦୭ : ଚଳିତ ବର୍ଷ ମାର୍ଚ୍ଚରୁ ମେ’ ମଧ୍ୟରେ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍‌ ବଳବତ୍ତର ରହିଥିଲା। କେବଳ ଅତ୍ୟାବଶ୍ୟକ ସେବା ଓ ସାମଗ୍ରୀ ପରିବହନ କରୁଥିବା ଗାଡ଼ିକୁ ଛାଡ଼ିଦେଲେ ବାକି ଗାଡ଼ି ଚଳାଚଳ‌‌ରେ କଟକଣା ରହିଥିଲା। କିନ୍ତୁ ଏତେ କମ୍‌ ଗାଡ଼ି

ଦିଲ୍ଲୀରେ ବିଶ୍ୱର ସବୁଠାରୁ ବଡ଼ କୋଭିଡ କେୟାର ସେଣ୍ଟର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବୈଜଲଙ୍କ ଦ୍ଵାରା ଉଦଘାଟିତ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୫/୦୭: ଆଜି ଦିଲ୍ଲୀସ୍ଥିତ ବିଶ୍ୱର ସବୁଠାରୁ ବଡ଼ କୋଭିଡ କେୟାର ସେଣ୍ଟର ଲୋକାର୍ପିତ ହୋଇଛି | ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବୈଜଲ ଆଜି ରାଧା ସୋମି ସତସଙ୍ଗ ବିସରେ ଥିବା ୧୦,୦୦୦ ଶଯ୍ୟା ବିଶିଷ୍ଟ ସର୍ଦ୍ଦାର ପଟେଲ କୋଭିଡ କେୟାର ସେଣ୍ଟରର ଉଦଘାଟନ

ମାଡ଼ିଚାଲିଛି କରୋନା : ରାଜଧାନୀରେ ଆଜି ପୁଣି ୧୯ ଜଣ ପଜିଟିଭ୍ ଚିହ୍ନଟ, ସୁସ୍ଥ ହୋଇଛନ୍ତି ୨୩ ଜଣ ।

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି), ୦୫/୦୭ : ଆଜି ରାଜଧାନୀ ଭୁବନେଶ୍ୱରରେ ପୁଣି ୧୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୯ ଜଣ କ୍ୱାରାଣ୍ଟାଇନ୍‌ରୁ ଏବଂ ୮ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ସେହିପରି ୨ ଜଣ କୋଭିଡ୍‌ ଯୋଧ୍ୟା ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ନେଇ

ମତଦାନ କେନ୍ଦ୍ରରେ ୧,୦୦୦ରୁ ଅଧିକ ଲୋକ ଭୋଟ ଦେଇପାରିବେ ନାହିଁ : ନିର୍ବାଚନ ଆୟୋଗ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୫/୦୭: କରୋନା ପ୍ରକୋପ ଯୋଗୁଁ ଭୋଟଦାନ କେନ୍ଦ୍ରରେ ମତଦାତାମାନଙ୍କର ସଂଖ୍ୟାକୁ ସୀମିତ ରଖିବା ପାଇଁ ଭାରତୀୟ ନିର୍ବାଚନ ଆୟୋଗ ଦ୍ୱାରା ଗମ୍ଭିରତାର ସହ ବିଚାର କରାଯାଉଥିବା ଜଣା ପଡିଛି | ସୂତ୍ର ଅନୁସାରେ, ଭୋଟଦାନ କେନ୍ଦ୍ରମାନଙ୍କରେ ଭିଡକୁ କମ
error: Content is protected !!
Open chat