ଜାଇକୋଭ୍-ଡି ଟିକାର ନୈଦାନିକ ପରୀକ୍ଷଣ ତିନି ମାସ ଭିତରେ ସରିବ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୫/୦୭ : ଭାରତର ପ୍ରମୁଖ ଔଷଧ ନିର୍ମାତା କମ୍ପାନି ଜାଇଡସ୍ କାଡିଲା ପକ୍ଷରୁ ବିକଶିତ ଜାଇକୋଭ୍–ଡି ନାମକ ଦେଶର ପ୍ରଥମ କୋଭିଡ୍ ଟିକାର ମନୁଷ୍ୟ ଶରୀରରେ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଆଗାମୀ ତିନି ମାସ ଭିତରେ ସାରିବାକୁ ହେବ ବୋଲି!-->!-->!-->…