ରାଜ୍ୟ କଂଗ୍ରେସ ନେତୃତ୍ୱ ଏବେ ପରିବର୍ତ୍ତନ ହେବାର ନାହିଁ : ରଂଜୀବ ବିଶ୍ୱାଳ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୫/୦୭ : ରାଜ୍ୟରେ ପିସିସି ନେତୃତ୍ୱ ପରିବର୍ତ୍ତନକୁ ଚାଲିଛି ଚର୍ଚ୍ଚା। ହେଲେ ଏପରି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ରଂଜୀବ ବିଶ୍ୱାଳ । ସେ କହିଛନ୍ତି, ତାଙ୍କ ପାଖରେ ଥିବା ତଥ୍ୟ ଅନୁସାରେ ରାଜ୍ୟର କଂଗ୍ରେସ ମଙ୍ଗୁଆଳ ଏବେ ବଦଳିବାର ନାହିଁ କିମ୍ବା!-->…