ଚୀନ ପାଇଁ ଟିକଟକ୍, ହୁଏଇ ସହ ୪ ପ୍ରମୁଖ କମ୍ପାନୀ ପିଏଲଏକୁ ତଥ୍ୟ ଦେଇ ଗୁଇନ୍ଦାଗିରି କରୁଛନ୍ତି ?
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୯/୦୭ : କେନ୍ଦ୍ର ସରକାର ଭାରତରେ କାରବାର କରୁଥିବା ଚାରୋଟି କମ୍ପାନୀକୁ ଚିହ୍ନଟ କରିଛନ୍ତି ଯେଉଁମାନେ ଗୁଇନ୍ଦାଗିରିରେ ସଂପୃକ୍ତ ଅଛନ୍ତି । ଏହି କମ୍ପାନୀମାନେ ଚୀନର ସେନାକୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରୁଥିବା ଅଭିଯୋଗ ହୋଇଛି । ଗତ!-->…