Daily Archives

July 22, 2020

୨୦୨୩ ସୁଦ୍ଧା ଉତ୍ତର-ପୂର୍ବାଞ୍ଚଳର ସମସ୍ତ ରାଜ୍ୟର ରାଜଧାନୀକୁ ରେଳ ସଂଯୋଗ – ଅଧ୍ୟକ୍ଷ, ରେଳବାଇ ବୋର୍ଡ

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୨/୦୭ : ୨୦୨୩ ସୁଦ୍ଧା ନର୍ଥ ଇଷ୍ଟ ରାଜ୍ୟଗୁଡିକର ସବୁ ରାଜଧାନୀକୁ ରେଳପଥରେ ସଂଯୋଗ କରାଯିବ। ଏଥିପାଇଁ ଭାରତୀୟ ରେଳବାଇ ପକ୍ଷରୁ ଯୋଜନା ଆରମ୍ଭ ହୋଇଯାଇଛି। ଆଜି ରେଳବାଇ ବୋର୍ଡର ଅଧ୍ୟକ୍ଷ ବିନୋଦ କୁମାର ଏକ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ଏହି

ପୂର୍ବ ଭାରତକୁ ଇସ୍ପାତ୍‌ର ପେଣ୍ଠସ୍ଥଳି କରିବା ପାଇଁ ରୋଡ ମ୍ୟାପ୍ ପ୍ରସ୍ତୁତ – ଧର୍ମେନ୍ଦ୍ର ପ୍ରଧାନ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୨/୦୭: ପୂର୍ବ ଭାରତକୁ ଇସ୍ପାତ୍‌ର ପେଣ୍ଠସ୍ଥଳି କରିବା ପାଇଁ ଭବିଷ୍ୟତର ରୋଡମ୍ୟାପ୍ ଉପରେ ଦେଶର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା (ସିଇଏ) କୃଷ୍ଣମୂର୍ତି ସୁବ୍ରମଣିଅନଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି

ଆଇବିଏମ ସିଇଓଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୨/୦୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ଜରିଆରେ ଆଇବିଏମ ସିଇଓ ଅରବିନ୍ଦ କ୍ରିଷ୍ଣାଙ୍କ ସହିତ ଆଲୋଚନା କରିଛନ୍ତି । ଚଳିତ ବର୍ଷ ପ୍ରାରମ୍ଭରେ ଆଇବିଏମର ବୈଶ୍ୱିକ ମୁଖ୍ୟ ପଦବୀରେ ନିଯୁକ୍ତି ନିମନ୍ତେ ଅରବିନ୍ଦ କ୍ରିଷ୍ଣାଙ୍କୁ

ରାଜସ୍ଥାନ ରାଜନୀତି : ସଚିନ ପାଇଲଟଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ବାଚସ୍ପତି ସୁପ୍ରିମକୋର୍ଟ ଯିବେ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୨/୦୭ : ରାଜସ୍ଥାନରେ ସୃଷ୍ଟି ହୋଇଥିବା କ୍ଷମତା ଯୁଦ୍ଧ ଏବେ ଚମର ସୀମାରେ ପହଞ୍ଚି ଯାଇଛି। ସରକାର ଓ କଂଗ୍ରେସ ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ସଚିନ ପାଇଲଟଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ବିଧାନସଭା ବାଚସ୍ପତି ସିପି ଯୋଶୀ ଏକ ପ୍ରକାରର ପଣ

ଗାଁର ନାଁ ‘ରଙ୍ଗବତୀ’ – ରଙ୍ଗବତୀ ଗୀତର ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କ ଗାଁ ‘ବିଲୁଙ୍ଗ’ର ନାମ…

ସମ୍ବଲପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୨/୦୭ : ଗାଁର ନାଁ ‘ରଙ୍ଗବତୀ’ - ଏହା କୌଣସି ସଂଳାପ ନୁହେଁ ବରଂ ଏକ ଗାଁର ନାମ, ରଙ୍ଗବତୀ ଗୀତର ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କ ଗାଁ 'ବିଲୁଙ୍ଗ' କୁ ‘ରଙ୍ଗବତୀ’ ଗାଁ ନାଁରେ ନାମିତ କରାଯାଇଛି। 'ବିଲୁଙ୍ଗ' ନାଁରେ ନାମିତ ଗାଁ ବିଶ୍ଵପ୍ରସିଦ୍ଧ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଟିକା ପ୍ରସ୍ତତି ନେଇ ସେରମ୍ ଇନଷ୍ଟିଚ୍ୟୁଟ ସିଇଓଙ୍କ ସହ କଥା ହେଲେ :…

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୨/୦୭:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ପାଇଁ କରୋନା ଟିକା ମାଗିଛନ୍ତି। ସେରମ୍‌ ଇନଷ୍ଟିଚ୍ୟୁଟର ସିଇଓ ଆଦର ପୁନୱାଲାଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିବା ବେଳେ ନବୀନ ତାଙ୍କର ସହଯୋଗ ଲୋଡ଼ିଛନ୍ତି। ଟିକା ପରୀକ୍ଷଣ ସଫଳ ହେଲେ ଓଡ଼ିଶାକୁ

ବିଶ୍ବରେ ଆମେରିକା ପରେ ଭାରତରେ ଅଧିକ କରୋନା ଭାଇରସ୍ ପରୀକ୍ଷା ହେଉଛି : ଡୋନାଲ୍‌ଡ୍ ଟ୍ରମ୍ପ୍

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୨/୦୭ : କରୋନାଭାଇରସ୍ ସଂକ୍ରମଣ ପରୀକ୍ଷା କ୍ଷେତ୍ରରେ ଯୁକ୍ତରାଷ୍ଟ୍ର ଆମେରିକା ବିଶ୍ବରେ ଅଗ୍ରଣୀ ଏବଂ ଭାରତ ଦ୍ବିତୀୟ ସ୍ଥାନରେ ଥିବା କଥା ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍ ମଙ୍ଗଳବାର ଦିନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଟ୍ରମ୍ପ୍

ଆଜି ଓଡିଶାର ନବନିର୍ବାଚିତ ୪ ରାଜ୍ୟସଭା ସାଂସଦଙ୍କ ଶପଥ ଗ୍ରହଣ : ସମସ୍ତ ୪ ସାଂସଦଙ୍କ ଓଡିଆରେ ଶପଥ ପାଠ

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୨/୦୭ : ଆଜି ନବନିର୍ବାଚିତ ରାଜ୍ୟସଭା ସାଂସଦଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏମ ଭେଙ୍କିଆ ନାଇଡ଼ୁ ଶପଥପାଠ କରାଇଛନ୍ତି । ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ମୁଜିବୁଲ୍ଲା ଖାନ (ମୁନା ଖାନ), ସୁଜିତ କୁମାର, ମମତା ମହନ୍ତ ଓ ସୁବାସ

ଆଇଟି ଓ ବିପିଓ କମ୍ପାନୀର କର୍ମଚାରୀ ଡିସେମ୍ବର ୩୧ ଯାଏ ଘରେ ରହି କାମ କର – ଦୂରସଂଚାର ବିଭାଗ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୨/୦୭ : ଡିସେମ୍ବର ୩୧ ଯାଏ ଘରେ ରହି କାମ କରିବେ ଆଇଟି ଓ ବିପିଓ କମ୍ପାନୀର କର୍ମଚାରୀ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୂରସଂଚାର ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଛି। କର୍ମଚାରୀମାନେ କିଭଳି ଘରେ ରହି କାମ କରିବେ, ଏଥିପାଇଁ ବ୍ୟବସ୍ଥା କରିବାକୁ

ଦିଲ୍ଲୀ ବିମାନବନ୍ଦର ଜାରି କଲା ନୂଆ କୋଭିଡ୍-୧୯ ଗାଇଡ୍‌ଲାଇନ୍ : ବିଦେଶୀ ଯାତ୍ରୀଙ୍କ ପାଇଁ ୭ ଦିନିଆ ବାଧ୍ୟତାମୂଳକ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୨/୦୭ : କରୋନା ସଂକ୍ରମଣ ଯୋଗୁ ଦିଲ୍ଲୀର ସ୍ଥିତି ଅଣାୟତ୍ତ ରହିଛି। ଏପରିସ୍ଥଳେ ଅଧିକ ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦିଲ୍ଲୀ ବିମାନ ବନ୍ଦର ପକ୍ଷରୁ ବିଦେଶୀ ଯାତ୍ରୀଙ୍କ ଲାଗି ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି। ଏଣିକି ବିଦେଶୀ ଯାତ୍ରୀ ୭ ଦିନିଆ
error: Content is protected !!
Open chat