Daily Archives

July 24, 2020

ପାଇଲଟ୍ କ୍ୟାମ୍ପକୁ ଆଶ୍ୱସ୍ତି, କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ ରାଜସ୍ଥାନ ହାଇକୋର୍ଟ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୪/୦୭:ରାଜସ୍ଥାନରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ପ୍ରସଙ୍ଗରେ ଶୁକ୍ରବାର ହାଇକୋର୍ଟଙ୍କ ରାୟ ବାଚସ୍ପତିଙ୍କୁ ପୁଣି ଏକ ଝଟ୍‌କା ଦେଇଛି। ସୁପ୍ରିମକୋର୍ଟ ଗତକାଲି ବାଚସ୍ପତିଙ୍କ ସ୍ପେଶାଲ ଲିଭ୍ ପିଟିଶନ ଉପରେ ଶୁଣାଣି କରି ହାଇକୋର୍ଟଙ୍କ ରାୟ ଉପରେ

ଓଡ଼ିଶା ବିଧାନସଭାର ୫ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ! !

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୪/୦୭ : ଓଡ଼ିଶା ବିଧାନସଭାର ୫ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବା ବାଚସ୍ପତି ସୂର୍ଯ୍ୟ ପାତ୍ର ସୂଚନା ଦେଇଛନ୍ତି । ସମ୍ପୃକ୍ତ କର୍ମଚାରୀଙ୍କୁ ହୋମ୍ ଆଇସୋଲେସନ୍‌ରେ ରହିବାକୁ

କଟକର ସାହି-ବସ୍ତିରେ ବଢୁଛି ସଂକ୍ରମଣ : ଗୋଟିଏ ଦିନରେ ସହରରୁ ୯୩ ପଜିଟିଭ ଚିହ୍ନଟ

କଳିଙ୍ଗ ଜ୍ୟୋତି ବ୍ୟୁରୋ କଟକ ୨୪/୦୭: କଟକ ସହରରେ ଗଲା ୩ ଦିନ ଧରି ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସାହିବସ୍ତିରୁ ସଂକ୍ରମଣ ବଢୁଥିବା ବେଳେ ସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି। ଆଜି କଟକ ସହରରୁ ୯୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା

ରେକର୍ଡ ଭାଙ୍ଗିଲା ଭୁବନେଶ୍ୱର – ଆଜି ଗୋଟିଏ ଦିନରେ ସର୍ବାଧିକ ରେକର୍ଡ ସଂଖ୍ୟକ ୨୪୮ ‘କରୋନା’ ଆକ୍ରାନ୍ତ ଚିହ୍ନଟ…

'ହଟସ୍ପଟ' ପାଲଟିଲା ବିଜେବି ନଗର ସ୍ଥିତ 'ମହିଷାଖାଲ ବସ୍ତି' : କେବଳ ଏହି ବସ୍ତିରୁ ୪୫ ଆକ୍ରାନ୍ତ ଚିହ୍ନଟ ! ! ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୪/୦୭ : ରାଜଧାନୀ ଭୁବନେଶ୍ୱରରେ ସବୁ ରେକର୍ଡକୁ ପଛରେ ପକାଇଛି ଆଜିର ଆକ୍ରାନ୍ତଙ୍କ ସଂଖ୍ୟା। ଭୁବନେଶ୍ୱର ମହାନଗର ନିଗମ

ପୋଲିସ କର୍ମଚାରୀ ମାନେ ନିଜର ପ୍ଲାଜ୍‌ମା ଦାନ କରିବା ନେଇ ଏସ୍‌ଓପି ଜାରି କଲେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର୨୪/୦୭ : କରୋନାରୁ ସୁସ୍ଥ ହୋଇଥିବା ପୋଲିସ କର୍ମଚାରୀମାନେ ନିଜର ପ୍ଲାଜ୍‌ମା ଦାନ କରିବେ। ଏ ନେଇ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ଗୁରୁବାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର୍‌ (ଏସ୍‌ଓପି) ଜାରି କରାଯାଇଛି। ଏ ସଂକ୍ରାନ୍ତରେ ସମସ୍ତ ଏସ୍‌ପି ଏବଂ

ପୋଲସରା ବିଧାୟକଙ୍କ ସହ ପତ୍ନୀ ମଧ୍ୟ କରୋନା ଆକ୍ରାନ୍ତ !

ଭୁବନେଶ୍ୱର / ବ୍ରହ୍ମପୁର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୪/୦୭ : ରାଜ୍ୟରେ ପୁଣି ଜଣେ ଜନପ୍ରତିନିଧି କରୋନା ଆକ୍ରାନ୍ତ ହୋଇଛନ୍ତି, ଆଉ ଜଣେ ବିଧାୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ପୋଲସରାର ବିଧାୟକ କରୋନା ପଜିଟିଭ ବୋଲି ସେ ନିଜେ ଏକ ସମ୍ବାଦପତ୍ରକୁ ସୂଚନା

ଇସ୍ରାଏଲର କିଟ୍‌ରେ ମାତ୍ର ୩୦ ମିନିଟ୍‌ରେ ହେବ କରୋନା ଟେଷ୍ଟ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୪/୦୭: କରୋନା ପ୍ରତିକାରକୁ ନେଇ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଏଣିକି କରୋନା ଟେଷ୍ଟ ଫଳାଫଳ ମାତ୍ର ୩୦ ମିନିଟରେ ଜଣାପଡିବ। ଏନେଇ ପରୀକ୍ଷାନିରୀକ୍ଷା ପାଇଁ ଇସ୍ରାଏଲର ଏକ ବୈଜ୍ଞାନିକ ଟିମ୍ ଭାରତ ଆସିବ । ତେବେ ପୂର୍ବରୁ ଏହାର ପରୀକ୍ଷଣ

ଭଦ୍ରକ ଜିଲ୍ଲା : କରୋନା ଟାର୍ଗେଟରେ ‘କୋଭିଡ ଯୋଦ୍ଧା’ – ସ୍ୱାସ୍ଥ୍ୟକର୍ମୀ, ପୋଲିସ ଓ ବ୍ୟାଙ୍କ…

ଭଦ୍ରକ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୪/୦୭ : ଆଜି ଭଦ୍ରକ ଜିଲ୍ଲାର 'କୋଭିଡ ଯୋଦ୍ଧା' ୮ ଜଣ ପୋଲିସ କର୍ମଚାରୀଙ୍କ ସମେତ ୨ ଜଣ ସ୍ୱାସ୍ଥ୍ୟକର୍ମୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତମାନଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି କର୍ମଚାରୀ ମାନଙ୍କର କଣ୍ଟାକ୍ଟ

ଲଦାଖରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଖୋଲିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଅନୁମୋଦନ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୪/୦୭ : ଲଦାଖରେ ବୌଦ୍ଧଧର୍ମ ଅଧ୍ୟୟନ କେନ୍ଦ୍ର ଓ ଅନ୍ୟାନ୍ୟ ବିଷୟ ଥିବା ପ୍ରଥମ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଖୋଲିବା ଲାଗି ପ୍ରଧାନମନ୍ତ୍ରୀ ସମ୍ମତି ପ୍ରଦାନ କରିଛନ୍ତି। ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯିବାର ଦୁଇ ସପ୍ତାହ ପୂର୍ବରୁ

ରଥ ସଂରକ୍ଷଣ ନେଇ କେହି ଆଲୋଚନା କରିନାହାନ୍ତି: ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ପୁରୀ ୨୪/୦୭: ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ଗୁରୁବାର ଶ୍ରୀମନ୍ଦିର ଦଇତାପତି ସେବକମାନେ ସାକ୍ଷାତ କରିଛନ୍ତି। ଅପରାହ୍ନରେ ଦଇତାପତି ସେବକମାନେ ମଠକୁ ଯାଇ ଶଙ୍କରାଚାର୍ଯ୍ୟଙ୍କୁ ଚିତାଲାଗି ଆଳତି ଭୋଗ ପ୍ରଦାନ କରିବା
error: Content is protected !!
Open chat