ଭାରତୀୟ ରେଳବାଇର ନୂଆ କୌଶଳ – QR କୋଡ୍ ସ୍କାନିଂ ଦ୍ୱାରା ହେବ ଟିକେଟ ଯାଞ୍ଚ
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୫/୦୭ : ଏବେ ଭାରତୀୟ ରେଳବାଇ ରେଳ ଟିକେଟ ଯାଞ୍ଜ କରିବା ପାଇଁ ନୂଆ କୌଶଳ ଆପଣାଇବାକୁ ଯାଉଛି। ରେଳ ଟିକେଟ୍ ଯାଞ୍ଜ କରୁଥିବା ଟିଟିଇମାନେ ଏବେ ରେଳ ଟିକେଟ୍ରେ ଥିବା ସ୍ୱତନ୍ତ୍ର QR କୋଡ୍କୁ ଯାଞ୍ଚ କରିବା ପାଇଁ ସ୍କାନିଂ କରିବେ। ଏହା ପଳରେ!-->…