କେରଳ ଓ କର୍ଣ୍ଣାଟକରେ ବହୁ ISIS ଆତଙ୍କବାଦୀ ସକ୍ରିୟ ଅଛନ୍ତି ! ! ଭାରତକୁ ସତର୍କ କରାଇଲା ଜାତିସଂଘ
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୬/୦୭ : ଭାରତୀୟ ଉପମହାଦେଶରେ କେବଳ ISIS ନୁହେଁ, ଅଲ୍କାଏଦାର ଏକ ଟିମ୍ ଭାରତରେ ବି ସକ୍ରିୟ ଥିବା ଚେତାଇ ଦେଇଛି ଜାତିସଂଘ। ଯେଉଁଥିରେ ଭାରତ, ପାକିସ୍ତାନ, ବାଂଲାଦେଶ ଏବଂ ମିଆଁମାରରୁ ୧୫୦ ରୁ ୨୦୦ ଆତଙ୍କବାଦୀ ଅଛନ୍ତି। କେରଳ ଓ କର୍ଣ୍ଣାଟକରେ!-->…