ଚୀନର ୪୭ ଆପ୍କୁୁ ପୁଣି ବ୍ୟାନ୍ କଲା ଭାରତ, ସ୍କାନରରେ PUBG ସମେତ ଆହୁରି ୨୭୫ଟି ଆପ୍
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୮/୦୭: ନିକଟ ଅତୀତରେ ଭାରତ ସରକାର ୫୯ଟି ଚୀନ୍ ଆପ୍କୁ ବ୍ୟାନ୍ କରି ଚୀନ୍ ଉପରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରିଥିଲେ। ଏବେ ପୁଣି ଥରେ ଚୀନ୍ର ୪୭ଟି ଆପ୍କୁ ବ୍ୟାନ୍ କରିଛି ଭାରତ। ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଯେଉଁ ନୂଆ ୪୭ ଆପ୍କୁ!-->…