Daily Archives

July 14, 2020

ବାୟୁମାଧ୍ୟମରେ କରୋନା ବ୍ୟାପୁଥାଇପାରେ : ଆଇସିଏମଆର

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୪/୦୭ : କରୋନା ସଂକ୍ରମଣ ଡ୍ରପଲେଟ ମାଧ୍ୟମରେ ବ୍ୟାପିଥାଏ । ତେବେ କେତେକ ବୈଜ୍ଞାନିକ କହୁଛନ୍ତି ଯେ ଏହା ବାୟୁମାଧ୍ୟମରେ ମଧ୍ୟ ବ୍ୟାପୁଥାଇପାରେ । ବାୟୁରେ ଥିବା ମାଇକ୍ରୋ ଡ୍ରପଲେଟ (୫ ମାଇକ୍ରନରୁ କମ ଆକାରର) ମାଧ୍ୟମରେ ଏହା ବ୍ୟାପୁଥାଇପାରେ । ତେବେ

ଆସନ୍ତାକାଲି ଠାରୁ ବିହାର, ଓଡ଼ିଶା, ଆନ୍ଧ୍ର‌ପ୍ରଦେଶ ଏବଂ ଗୋଆରେ ଅତି ପ୍ରବଳ ବର୍ଷା ସମ୍ଭାବନା: ଭାରତୀୟ ପାଣିପାଗ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୪/୦୭ : ଓଡ଼ିଶା,ବିହାର, ଉପକୂଳବର୍ତ୍ତୀ ଆନ୍ଧ୍ର ପ୍ରଦେଶ, ପୂର୍ବ ମଧ୍ୟପ୍ରଦେଶ, ଛତିଶଗଡ଼, କୋଙ୍କଣ ଏବଂ ଗୋଆରେ ଆସନ୍ତାକାଲି ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା କଥା ଭାରତୀୟ ପାଣିପାଗ ବିଭାଗ କହିଛି। ଏହାଛଡ଼ା ଉତ୍ତର ପ୍ରଦେଶ,

ରାଜ୍ୟର ଆଉ ଜଣେ ବିଧାୟକ କରୋନା ଆକ୍ରାନ୍ତ

ଭୁବନେଶ୍ୱର / ବାଲେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୪/୦୭ : ବାଲେଶ୍ୱର ଜିଲ୍ଲାର ଆଉ ଜଣେ ବିଧାୟକଙ୍କୁ କରୋନା। ବିଜେଡିର ଜଣେ ବିଧାୟକ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। କରୋନା ସଂକ୍ରମିତ ହୋଇଥିବା ନେଇ ସଂପୃକ୍ତ ବିଧାୟକଙ୍କ ସୂଚନା ଦେଇଛନ୍ତି।ଏହି ବିଧାୟକ ହେଲେ ବାଲେଶ୍ୱର

ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ୩୭ କୋଭିଡ୍ ଯୋଦ୍ଧାଙ୍କ ସମେତ ୫୨ କରୋନା ଆକ୍ରାନ୍ତ ଚିହ୍ନଟ

ସୁନ୍ଦରଗଡ଼ / ରାଉଲକେଲା, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୪/୦୭ : ସୁନ୍ଦରଗଡ଼ ଆଜି ଜିଲ୍ଲାରୁ ୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩୭ ଜଣ କରୋନା ଯୋଦ୍ଧା ଥିବା ନେଇ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ସୂଚନା ଦେଇଛନ୍ତି। ଏହି କରୋନା ଯୋଦ୍ଧାଙ୍କ

ଓଡ଼ିଆ ମନୋରଞ୍ଜନ ଶିଳ୍ପରେ ଖୁସିର ଲହରି : ଏସ୍‍ଓପି ଅନୁସରଣ ସହ ସୁଟିଂ ପାଇଁ ସରକାରଙ୍କ ସବୁଜ ସଂକେତ

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୪/୦୭ : ଚଳଚ୍ଚିତ୍ର ସୁଟିଂ ନେଇ ରାଜ୍ୟ ସରକାର ସବୁଜ ସଂକେତ ଦେବା ପରେ ଓଲିଉଡରେ ଖୁସିର ଲହରି ଖେଳିଯାଇଛି। ସୁଟିଂ ସମୟରେ କରୋନା କଟକଣା ମାନିବାକୁ ନିର୍ଦେଶ ଦିଆଯାଇଛି। ଏହାର ଗୁରୁଦାୟିତ୍ୱ ରହିଛି ପ୍ରଡକ୍ସନ ସଂସ୍ଥା ଉପରେ। ଚଳିତ ମାସ ୭

କରୋନା ଟିକା ସେପ୍ଟେମ୍ବର ସୁଦ୍ଧା ପର୍ଯ୍ୟାପ୍ତ ଭାବେ ଉପଲବ୍ଧ ହେବ : ମସ୍କୋ ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୪/୦୭ : ମହାମାରୀ କରୋନାକୁ ମୁକାବିଲା କରିବା ପାଇଁ ସାରା ବିଶ୍ୱ ଅଣ୍ଟା ଭିଡିଛି। ଔଷଧ ଓ ଭାକ୍ସିନ ତିଆରି ପାଇଁ ସମସ୍ତେ ଲାଗିଛନ୍ତି। ତେବେ ସମସ୍ତଙ୍କୁ ପଛରେ ପକାଇ ଋଷ ପ୍ରଥମ ଟିକା ବାହାର କରିଛି ବୋଲି ଦାବି କରିଛି। ଏହି ଟିକା ଅଗଷ୍ଟ ସୁଦ୍ଧା

ଆଇପିଏସ୍‌ ସ୍ତରରେ ବଡ ଧରଣର ଅଦଳ ବଦଳ : ବଦଳିଲେ ଭୁବନେଶ୍ୱର ଓ କଟକ ଡିସିପି

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୪/୦୭ : ଆଜି ରାଜ୍ୟରେ ଆଇପିଏସ ସ୍ତରରେ ଏକ ବଡ ଧରଣର ଅଦଳବଦଳ ହୋଇ ଯାଇଛି। ଭୁବନେଶ୍ୱର ଓ କଟକ ପାଇଁ ନୂଆ ଡିସିପି ନିଯୁକ୍ତ ହୋଇଛନ୍ତି।  ପୁରୀ ଏସପି ଉମାଶଙ୍କର ଦାଶ ଭୁବନେଶ୍ୱର ଡିସିପି ଦାୟିତ୍ୱ ନେଇଥିବାବେଳେ କଟକ ଡିସିପି ହେଲେ

ରାଜସ୍ଥାନ ପିସିସି ମୁଖ୍ୟ ଏବଂ ଉପମୁଖ୍ୟମନ୍ତ୍ରୀ ପଦରୁ ବିଦା ହେଲେ ସଚିନ ପାଇଲଟ,ଅନ୍ୟ ୨ ମନ୍ତ୍ରୀ ବି ବରଖାସ୍ତ

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୪/୦୭ : ଆକ୍ସନ ମୁଡରେ କଂଗ୍ରେସ ହାଇକମାଣ୍ଡ । ରାଜସ୍ଥାନ ପିସିସି ମୁଖ୍ୟ ଏବଂ ଉପମୁଖ୍ୟମନ୍ତ୍ରୀ ପଦରୁ ବିଦା ହେଲେ ସଚିନ ପାଇଲଟ । ଏନେଇ ସୂଚନା ଦେଇଛନ୍ତି କଂଗ୍ରସର ଜାତୀୟ ମୁଖପାତ୍ର ରଣଦୀପ ସୂର୍ଜେୱାଲା । ଗତ କିଛି ଦିନ ଧରି ରାଜସ୍ଥାନ କଂଗ୍ରେସରେ

ଅଭିନେତ୍ରୀ ସାରା ଅଲୀ ଖାନଙ୍କ ଡ୍ରାଇଭରଙ୍କୁ କରୋନା : ପରିବାରର ସମସ୍ତ ସଦସ୍ୟଙ୍କ ରିପୋର୍ଟ ନେଗେଟିଭ

ମୁମ୍ବାଇ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୪/୦୭ : ଫିଲ୍ମ ଅଭିନେତ୍ରୀ ସାରା ଅଲୀ ଖାନ ସୋମବାର ବିଳମ୍ବିତ ରାତିରେ ଇନଷ୍ଟାଗ୍ରାମରେ ଏକ ମ୍ୟାସେଜ କହିଛନ୍ତି ଯେ ତାଙ୍କ ଡ୍ରାଇଭରର କରୋନା ରିପୋର୍ଟ ପଜିଟିଭ ଆସିଛି। ପରେ ଡ୍ରାଇଭରଙ୍କୁ କ୍ବାରେଣ୍ଟାଇନ୍ ସେଣ୍ଟରକୁ ପଠାଇ ଦିଆଯାଇଛି। ସାରା

ସିବିଏସଇ ଦଶମ ପରୀକ୍ଷା ଫଳ ଆସନ୍ତାକାଲି ପ୍ରକାଶ ପାଇବା ନେଇ ସୂଚନା କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୪/୦୭ : ଆସନ୍ତାକାଲି ପ୍ରକାଶ ପାଇବ ସିବିଏସଇ ଦଶମ ପରୀକ୍ଷା ଫଳ । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରୀୱାଲ ଟୁଇଟ କରି ଏନେଇ ସୂଚନା ଦେଇଛନ୍ତି । ଏହା ସହ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଶୁଭେଚ୍ଚା ଜଣାଇଛନ୍ତି । ଚଳିତ ବର୍ଷ
error: Content is protected !!
Open chat