ଶ୍ରୀମନ୍ଦିରରୁ ବାହାରିଲା ନୀଳାଚଳ ଅବଢା : ମହାପ୍ରସାଦ ପାଇ ବିଭୋର ହେଲେ ଭକ୍ତ
ପୁରୀ, (କଳିଙ୍ଗ ଜ୍ୟୋତି) ୦୬/୦୭ : ଚତୁର୍ଦ୍ଧାବିଗ୍ରହ ନବଦିନାତ୍ମକ ଯାତ୍ରା ଶେଷ କରି ବାହୁଡିଛନ୍ତି ଶ୍ରୀମନ୍ଦିର। ସରିଛି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ।ଖାଲିପଡିଥିବା ରତ୍ନସିଂହାସନ ମହାପ୍ରଭୁଙ୍କୁ ପାଇ ଶୋଭାବର୍ଦ୍ଧନ କରୁଛି । ନୀଳକନ୍ଦରରେ ବିରାଜମାନ କରିଛନ୍ତି କଳା ଠାକୁର । ରବିବାର!-->…
