ଆପ୍ ତିଆରି ପାଇଁ ଯୁବକଙ୍କୁ ଚ୍ୟାଲେଞ୍ଜ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ :ଚୀନକୁ ଲାଗିବ ଡବଲ ଝଟକା
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୫/୦୭: ଚୀନର ହୀନ ଉଦ୍ଦେଶ୍ୟକୁ ଜବାବ ଦେବା ପାଇଁ ଭାରତ ସରକାର କେବଳ ୫୯ ଚୀନୀ ଆପ୍ସକୁ ନିଷିଦ୍ଧ କରି ନାହାନ୍ତି ବରଂ ଏହି ମାମଲାରେ ଭାରତକୁ ଆତ୍ମ ନିର୍ଭର କରିବାକୁ ଯୋଜନା ମଧ୍ୟ କରାଯାଇଛି।
ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ଟ୍ଵିଟ୍ କରି!-->!-->!-->!-->!-->!-->!-->…
